Odia News Portal

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି : ଆହୁରି ୪ ଦିନ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଆହୁରି ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ ପକ୍ଷରୁ ୪ ଜିଲ୍ଲା- ସମ୍ବଲପୁର, କେନ୍ଦୁଝର,…

ଏମିତି ଏକ ଗ୍ରହ ଯେଉଁଠି ପାଣି ବଦଳରେ ହୁଏ ପଥର ବର୍ଷା

ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ବିକାଶ କରିଛି ଯେ, କଠିନରୁ କଠିନ କାମ ମଧ୍ୟ ସହଜ ହୋଇଯିବ । ବିଜ୍ଞାନର ବିକାଶ କାରଣରୁ ବୈଜ୍ଞାନିକଙ୍କୁ ସୌରମଣ୍ଡଳର ଦୂରରେ ଥିବା ଗ୍ରହକୁ ଖୋଜିବାରେ ମଧ୍ୟ ସହଜ କରିନେଇଛି । ଉନ୍ନତ ଟେକ୍ନୋଲୋଜି ଓ ମହାକାଶରେ ହବଲ ଭଳି ଟେଲିସ୍କୋପର ସାହାଯ୍ୟରେ…

୧୦ ଟଙ୍କା କମିପାରେ ଖାଇବାତେଲ ଦର

ଖାଉଟିଙ୍କ ପାଇଁ ଭଲ ଖବର। ଖୁବ୍‌ ଶୀଘ୍ର ଖାଇବା ତେଲର ଉଚ୍ଚ ଦରଦାମରୁ ଖାଉଟିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିପାରେ। କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ସହ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଖାଇବା ତେଲ ଉତ୍ପାଦନକାରୀ ଏବଂ…

ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି- ଅମିତ ଶାହ

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ *‘ପ୍ରଜାତନ୍ତ୍ର’ ଓଡ଼ିଆ ଜନଜୀବନ ଓ ଜନ ଆକାଂକ୍ଷାର ସଠିକ୍ ଦର୍ପଣ-ଧର୍ମେନ୍ଦ୍ର ପ୍ରଧାନ* • ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଲିଙ୍ଗରାଜ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଆ ବଜାର ସ୍ଥିତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସିନ୍ଧୁ ଜିତିଲେ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା – ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୧୯ତମ ସ୍ବର୍ଣ୍ଣ ପଦକ । ଡବଲ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ଫାଇନାଲରେ କାନାଡାର ମିସେଲ…

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ପ୍ରକାଶ ପାଇଲା +୨ କଳା ରେଜଲ୍ଟ । ୮୨.୧୦% ପାସ ହାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୦୬ ପିଲା ପରୀକ୍ଷା ଦେଇଥିଲେ । ପାସ କଲେ ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ର ଛାତ୍ରୀ । ୯୦%ରୁ ଅଧିକ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ । ୨୮ ଉଚ୍ଚ…

ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ଏବଂ ଅନ୍ୟ…

ଏଣିକି ଟ୍ରେନ୍ ଟିକେଟ୍ ବାତିଲ କଲେ ବି ଲାଗିବ ଜିଏସଟି

ଏବେ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ହେଲେ ଆପଣଙ୍କୁ ନିଜ ପକେଟ୍ ଆଉ ଟିକିଏ ଢ଼ିଲା କରିବାକୁ ପଡ଼ିବ | କାରଣ ବର୍ତ୍ତମାନ କନଫର୍ମ ଟିକେଟ୍ ବାତିଲ କରିବା ଆହୁରି ମହଙ୍ଗା ହେବ | ଟିକେଟ୍ ବାତିଲ ଚାର୍ଜ ଉପରେ ମଧ୍ୟ ଜିଏସଟି ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ଧରି ଏହାକୁ…

ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ: ମୁଖ୍ୟମନ୍ତ୍ରୀ

ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ। ଗଣମାଧ୍ୟମ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ ବୋଲି ଦୈନିକ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଅଭିଭାଷଣରେ…

ଗାଁକୁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ:ବିଜୟ ପାଣିଗ୍ରାହୀ

ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱାରୋପ କରିଛି ‌। କୋଭିଡ ଟିକାକରଣ ବଢ଼ାଇବାକୁ ରାଜ୍ୟର ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ…