ଗୋଟିଏ ମଞ୍ଚରେ ଶାହା-ନବୀନ
କଟକ ଇନଡୋର ଷ୍ଟାଡିୟମର ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି । ଏହା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ବି ସାମିଲ ହୋଇଛନ୍ତି!-->…
