Odia News Portal

ଭକ୍ତମାନେ ବାବାଙ୍କ କରୁଣା ପାଇବା ପାଇଁ ଏତେ ବ୍ୟାକୁଳ କାହିଁକି?

ଭୁବନେଶ୍ୱର: ଭକ୍ତମାନେ ଆତୁର ହୋଇ ଇଶ୍ୱରଙ୍କ କରୁଣା ଲୋଡ଼ନ୍ତି, କାରଣ ସେମାନଙ୍କ ହୃଦୟରେ କରୁଣା ନଥାଏ । ଯାହା ଆମ ପାଖରେ ନଥାଏ, ତାହା ହିଁ ଆମେ ଖୋଜୁ ଓ ତାହା ପାଇବାକୁ ବ୍ୟାକୁଳ ହୋଇପଡ଼ୁ । ଇଶ୍ୱର ହେଉଛନ୍ତି ‘ଭାବ’ ଆମେ ସବୁ ‘ଅଭାବ’ ବା ଭାବହୀନ ।