Odia News Portal
Browsing Tag

siridi

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ଖୁସି ଖବର

ଦୀର୍ଘ ୭ ମାସ ପରେ ଭକ୍ତଙ୍କ ଅପେକ୍ଷା ର ଅନ୍ତ ଘଟିଛି । ଭକ୍ତ ଆଉ ହେବେ ନାହିଁ ନିରାଶ । ବାବାଙ୍କୁ ଦର୍ଶନ ମିଳିବା ସହ ମିଳିବ ପ୍ରସାଦ । କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା ସଂସ୍ଥାନ…

ଜାଣନ୍ତୁ ଅହରହ ଚିନ୍ତାରୁ ମୁକ୍ତି ପାଇବା ପାଇଁ କଣ କହୁଥିଲେ ବାବା

ଭୁବନେଶ୍ୱର: ଯେତେବେଳେ କୌଣସି ଚିନ୍ତା ତୁମକୁ ବିବ୍ରତ କରୁଛି, ସଙ୍ଗେ ସଙ୍ଗେ ବାବାଙ୍କୁ ଧ୍ୟାନ କର ‘ଯେତେ ଦୂରରେ ଥିଲେ ବି ମୁଁ ମୋ ସନ୍ତାନମାନଙ୍କର ସମସ୍ତ ଦାୟିତ୍ୱ ବହନ କରିବି ।’ ବାବାଙ୍କର ଏହି ବାଣୀକୁ ସ୍ମରଣ କର । ତୁରନ୍ତ ଚିନ୍ତାର ଧାରାକୁ ବଦଳାଇବାକୁ ଚେଷ୍ଟା କର । ସବୁବେଳେ ଏଇ…

ଓଁ ସାଇ, ଶ୍ରୀ ସାଇ, ଜୟ ଜୟ ସାଇର ଅର୍ଥ କଣ?

ଭୁବନେଶ୍ୱର: ଶିରିଡ଼ିର ଶ୍ରୀ ସାଇବାବାଙ୍କ ଉଦ୍ଦେଶ୍ୟରେ ରଚିତ ଏହି ମନ୍ତ୍ରଟି ଏକ ସାର୍ବଜନୀନ ସ୍ୱୀକୃତ ମନ୍ତ୍ର । ବାବାଙ୍କର ସମସ୍ତ ଭକ୍ତ ଏହି ମନ୍ତ୍ର ପାଠ କରନ୍ତି । ସମସ୍ତ ହିନ୍ଦୁ ମନ୍ତ୍ରର ମୂଳ ଶବ୍ଦ ହେଉଛି ଓଁ । ଏହି ଓଁ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାର ଆଦି ଶକ୍ତି । ଏହାକୁ ପ୍ରଣବ…

ଜାଣନ୍ତୁ ବାବାଙ୍କୁ ପ୍ରାର୍ଥନା କରିବେ କିପରି?

ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଚ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା । ମନର ଅବସ୍ଥା ଭଲ ନଥିବାବେଳେ ବାହ୍ୟିକ ପ୍ରାର୍ଥନା କରିପାରୁନାହିଁ ବୋଲି ଶୋଚନା…

ଏହି ପାର୍ଥିବ ଜଗତରେ ଏକାନ୍ତ ପରିବେଶ ପାଇବା ସମ୍ଭବ କି?

ଭୁବନେଶ୍ୱର: ବହୁ ଆୟାସ କରି ସୁଦ୍ଧା ତମେ ଯଦି ଏକାନ୍ତ ପରିବେଶ ପାଉନାହଁ, ତେବେ ପ୍ରକୃତି, ବା ଇଶ୍ୱର ବା ସଦଗୁରୁ ତୁମକୁ ଅନ୍ୟମାନଙ୍କ ଗହଣରେ କୋଳାହଳପୂର୍ଣ୍ଣ ପରିବେଶ ମଧ୍ୟରେ ରଖିବାକୁ ଚାହାନ୍ତି, ଏହା ମାନି ନିଅ । ତମେ ତମର ପରିସ୍ଥିତି ସହିତ ଖାପଖୁଆଇ ଚଳିବାକୁ ଚେଷ୍ଟା କର । ଭ୍ରମଣ…

ଜାଣନ୍ତୁ ବାବାଙ୍କ ପ୍ରେମ ଓ ଆଶୀର୍ବାଦ ଅନୁଭବ କିପରି କରିବେ

ଭୁବନେଶ୍ୱର: ଶୁଦ୍ଧ ପ୍ରେମ ହିଁ ଆନ୍ତରିକ ପ୍ରାର୍ଥନା । ତମେ ବିଧିବଦ୍ଧ ଭାବେ ପ୍ରାର୍ଥନା କରବ । ନ କର ସେଥିରେ କିଛି ଯାଏ ଆସେ ନାହିଁ । ତମେ ବାବାଙ୍କୁ ପ୍ରେମ କରୁଛ ତାହା ହିଁ ତାଙ୍କର ଶ୍ରେଷ୍ଠ ନିରାଜନା ଓ ତାହା ହିଁ ବାବାଙ୍କୁ ସ୍ୱର୍ଶ କରିବ । ମନର ଅବସ୍ଥା ଭଲ ନଥିବା ବେଳେ ବାହ୍ୟିକ…

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ କହୁଥିଲେ

ଭୁବନେଶ୍ୱର: ଯେତେବେଳେ ତମ ମନରେ କ୍ରୋଧ ଆସୁଛି ସାଙ୍ଗେ ସାଙ୍ଗେ ଶ୍ରୀ ସାଇ ବାବାଙ୍କୁ ପ୍ରାର୍ଥନା କର ଏବଂ ସତଚରିତ ପାଠକର । ଏହାର ପ୍ରଭାବରେ ମନ ଶାନ୍ତ ହୋଇଥାଏ ଏବଂ ଧିରେ ଧିରେ କ୍ରୋଧ ନିୟନ୍ତ୍ରଣାଧିନ ହୋଇଯାଏ । ଯେତେବେଳେ ତମର କାହା ଉପରେ କ୍ରୋଧ ଆସୁଛି ତା’ ସହିତ କଳହ ନକରି, ନିରବରେ…

କାମନା ବାସନା ପ୍ରତି ମନୁଷ୍ୟର ଦୃଷ୍ଟିଭଙ୍ଗୀ କିପରି ହେବା ଉଚିତ? ଜାଣନ୍ତୁ କଣ କହୁଥିଲେ ବାବା

ଭୁବନେଶ୍ୱର: ଆମର ଅନ୍ତଃକରଣକୁ ସର୍ବଦା ଶୁଦ୍ଧ, ନିର୍ମଳ ରଖିବା ନିମନ୍ତେ ଆମେ ଚେଷ୍ଟା କରିବା ଉଚିତ୍ । ଆମର ଧ୍ୟାନ ସମସ୍ତ ଭାବର ଉତ୍ସ ଉପରେ କେନ୍ଦ୍ରୀଭୂତ ହେବା ଉଚିତ୍ । କାମ କ୍ରୀୟା ଅପେକ୍ଷା କାମ ଭାବରୁ ମୁକ୍ତ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ । କେତେ ଲୋକ ସଦା ସର୍ବଦା ଏଇ ସମ୍ଭୋଗ…

ଭକ୍ତମାନେ ବାବାଙ୍କ କରୁଣା ପାଇବା ପାଇଁ ଏତେ ବ୍ୟାକୁଳ କାହିଁକି?

ଭୁବନେଶ୍ୱର: ଭକ୍ତମାନେ ଆତୁର ହୋଇ ଇଶ୍ୱରଙ୍କ କରୁଣା ଲୋଡ଼ନ୍ତି, କାରଣ ସେମାନଙ୍କ ହୃଦୟରେ କରୁଣା ନଥାଏ । ଯାହା ଆମ ପାଖରେ ନଥାଏ, ତାହା ହିଁ ଆମେ ଖୋଜୁ ଓ ତାହା ପାଇବାକୁ ବ୍ୟାକୁଳ ହୋଇପଡ଼ୁ । ଇଶ୍ୱର ହେଉଛନ୍ତି ‘ଭାବ’ ଆମେ ସବୁ ‘ଅଭାବ’ ବା ଭାବହୀନ ।

ସତ୍ୟ କଣ? ଇଶ୍ୱର କଣ? ଏ ସମ୍ପର୍କରେ କଣ କହୁଥିଲେ ବାବା

ଭୁବନେଶ୍ୱର: ଶ୍ରୀ ସାଇଙ୍କ ମତରେ ଇଶ୍ୱର ଏବଂ ସତ୍ୟ ଏକ ଓ ଅଭିନ୍ନ । ସତ୍ୟନିଷ୍ଠ ମଣିଷ ହିଁ ଦିବ୍ୟତ୍ୱ ଲାଭ କରେ । ଯଦି ଜଣେ ସତ୍ୟକୁ ଉପଲବ୍ଧ କରି ନାହିଁ- ତେବେ ଇଶ୍ୱର, ସ୍ୱର୍ଗ ଏସବୁ ତତ୍ୱ ତା’ ପାଇଁ କେବଳ ବୌଦ୍ଧିକ ତର୍ଜମା ହୋଇ ରହିଯାଏ । ଶୁଦ୍ଧ ଆଚରଣ, ସତ୍ୟନିଷ୍ଠତା ଓ ସଞ୍ଚିତ ପୁଣ୍ୟ…