Odia News Portal

ଅବତାର ମାନେ ହିଁ କଣ ବିଭିନ୍ନ ଧର୍ମର ସୃଷ୍ଟି ପାଇଁ ଦାୟୀ

ଭୁବନେଶ୍ୱର: ଧର୍ମ ଅନେକ । ଇଶ୍ୱରଙ୍କୁ ଅନ୍ୱେଷଣ କରିବାର ମାର୍ଗ ବି ଅନେକ । କିନ୍ତୁ ଲକ୍ଷ୍ୟ ସେଇ ଏକ- ଇଶ୍ୱର ଉପଲବ୍ôଧ । ବୁଦ୍ଧ, ଖ୍ରୀଷ୍ଟ ଓ ମହମ୍ମଦ ଏମାନେ ସମସ୍ତେ ଇଶ୍ୱରଙ୍କ ଅବତାର । ମନୁଷ୍ୟ ଶରୀର ଧାରଣ କରି ଭିନ୍ନ ଭିନ୍ନ ସମୟରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମସ୍ତ ଧର୍ମର ଆଦିମୂଳ ସେହି ଇଶ୍ୱର । ଧମ ଜୀବନ ପାଇଁ ନିର୍ଦ୍ଧାରିତ ଏକ ପଥ । ଏହି ପଥ ମଧ୍ୟ ଦେଇ ତା’ର ଜୀବନ ଉଦ୍ଧ୍ୱର୍ାଭିମୁଖୀ ହୁଏ ।