Odia News Portal
Browsing Tag

abhaya

ପୁଅ, ଝିଅ ନାଁରେ ୭ ଆକାଉଣ୍ଟ

ବ୍ରହ୍ମପୁର() ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)। ରାଜ୍ୟର ବିଭିନ୍ନ ସହରରେ ଭିଜିଲାନ୍ସ ଏସ୍‌ଆଇଟି ଯାଞ୍ଚ ଜାରି ରଖିଛି। ବ୍ରହ୍ମପୁରରେ ସୋମବାରଠାରୁ ଏସ୍‌ଆଇଟି ପହଞ୍ଚି ଅଭୟକାନ୍ତ ପାଠକ, ତାଙ୍କ…

ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ

ଭୁବନେଶ୍ୱର()  ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତୁ୍ୟ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏଭଳି ମୃତୁ୍ୟ ହେଲେ ତଦନ୍ତ ନେଇ ଏନଏଚଆରସିଙ୍କ ଗାଇଡଲାଇନ ଅଛି । ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି । ଏହାର…

ଡିଜିପିଙ୍କ ମାଓ ସ୍ଥିତିର ସମୀକ୍ଷା

ମାଲକାନଗିରି ()  ଲାଲଗଡରେ ଡିଜିପି ଅଭୟ । ମାଲକାନଗିରିର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ପହଞ୍ଚିଲେ ଡିଜିପି ଅଭୟ କୁମାର। ଗୋରୋସେତୁ ବିଏସଏଫ କ୍ୟାମ୍ପରେ ଡିଜିପିଙ୍କ ଏହା ପ୍ରଥମ ଗସ୍ତ । ତାଙ୍କ ସହିତ ମାଲକାନଗିରିର ଏସପି ଋଷିକେଶ ଖିଲାରୀ ଉପସ୍ଥିତ ରହିଛନ୍ତି ।…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର() ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ…

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ() ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୁଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନି ସ୍ତରରେ ବିଭକ୍ତ କରାଯାଇଛି। ଏହାକୁ ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି…

ସହିଦଙ୍କୁ ପୋଲିସ ଡିଜିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର() ରାଜ୍ୟ ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୃତି ଦିବସ ପାଳନ ହୋଇଛି । ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୋଲିସ ଡିଜି ଅଭୟ । କୋରୋନାରେ ସହିଦ ହୋଇଥିବା ପୋଲିସଙ୍କୁ ବି ସେ ଶ୍ରଦ୍ଧାଞ୍ଜଳି…

ଦାଦାବଟି ରୋକିବାକୁ ହେଲ୍ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର()  ଟ୍ୱିନସିଟିରେ ‘ଦାଦାବଟିକୁନା’ କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି ଅଭୟ । ଦାଦାବଟି ବିରୋଧରେ ଅଭିଯାନ ପାଇଁ ଏହି ନମ୍ବରକୁ ଜାରି କରାଯାଇଛି । ଜାରି କରାଯାଇଥିବା ନମ୍ବର…

ଦାଦାବଟି ରୋକିବା ପାଇଁ ରଣନୀତି ପ୍ରସ୍ତୁତ

କଟକ() କଟକ ଭୁବନେଶ୍ୱରରେ ପାର୍ବଣ ସମୟରେ ଦାଦାବଟି ରୋକିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ଅପରାଧୀ ଗୋଷ୍ଠୀ ବ୍ୟବସାୟୀଙ୍କ ନିକଟରୁ ଏହି ସମୟରେ ବଟି ଆଦାୟ କରିବାର ନଜିର ରହି ଆସିଥିବା ବେଳେ ଥାନା ସ୍ତରରେ ପୁଲିସ ଏହି ବେଆଇନ କାରବାର ବନ୍ଦ କରିବାକୁ ରଣନୀତି ପ୍ରସ୍ତୁତ…

୯ ମାସରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର() ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୫ଟି ରାଜ୍ୟର ପୋଲିସ ଡିଜିଙ୍କ ସହ ବୈଠକ ବସିଛି ।…

ଏଣିକି ହଟସ୍ପଟ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର()  କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ତେବେ  ଭୁବନେଶ୍ୱର ଓ କଟକରେ କରୋନା ନିୟମ ବା କୋଭିଡ କଟକଣାକୁ ବାରମ୍ବାର…