Odia News Portal
Browsing Tag

Accuse rakesh swain arrested

ଝରାଫୁଲ ମୃତ୍ୟୁ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର: ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଭୁବନେଶ୍ୱରକୁ ଆଣିଲା ଯାଜପୁର ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି | କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍…

ଝରାଫୁଲ ମର୍ଡର: ସିନ୍‌ ରିକ୍ରିଏସନ କଲା ରାକେଶ

ଯାଜପୁର: ମୃତଦେହ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ…

ଝରାଫୁଲ ମର୍ଡର: ରାକେଶକୁ ଜୋରଦାର ଜେରା

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ…

ଝରାଫୁଲ ମୃତ୍ୟୁ: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ । ଝରାଫୁଲଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ୱାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ…

ଆଉ ନ ଝଡୁ ଅଦିନେ ଝରାଫୁଲ…..

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ସଠିକ୍ ଭାବେ ପରଦା ହଟି ନଥିବା ସମୟରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ…

ବିଚାର ବିଭାଗୀୟ ହାଜତରେ ରାକେଶ,୧ରେ ଶୁଣାଣି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡରେ…

ମୃତ୍ୟୁ ରହସ୍ୟ ଖୋଲିବ ବଏଫ୍ରେଣ୍ଡ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଗିରଫ ହେଲା ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ମୃତ ଝରାଫୁଲଙ୍କ ବଏଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ।ତେବେ ଗିରଫ ପରେ ରାକେଶକୁ ଏୟାର ଫିଲ୍ଡ ପୋଲିସ…