Odia News Portal
Browsing Tag

acf soumya

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ସମସ୍ତଙ୍କୁ ଜେରା କରାଯିବ: ଡିଆଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ମୃତ୍ୟୁ ନାଁ ହତ୍ୟା? ତେବେ ତାଙ୍କ ମୃତ୍ୟୁ ପଛରେ ଅନେକଙ୍କ ହାତ ରହିଥିବା ନେଇ ଅଭିଯୋଗ ହେଉଛି । ତେବେ ଯେଉଁମାନଙ୍କ ନାମରେ ଅଭିଯୋଗ ହେଉଛି ସେମାନଙ୍କୁ ଜେରା କରାଯିବ ବୋଲି ଆଜି ଡିଜି କହିଛନ୍ତି । ବିଭିନ୍ନ…

ଏସିଏଫ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ ପରେ ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟଙ୍କ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ଆଜି କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ କରିଛି । ମୃତ୍ୟୁ ହୋଇଥିବା ସ୍ଥାନ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ଘର ଭିତରେ ଘଟିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଜାଣନ୍ତୁ ଓଆଇସି ମମତା ଓ ବିଦ୍ୟାଭାରତୀଙ୍କ ସମ୍ପର୍କ କଣ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ନେଇ ଉଠିଛି ପ୍ରଶ୍ନବାଚୀ । ତାଙ୍କ ଚରିତ୍ରକୁ ନେଇ ସମ୍ପର୍କ ଉଠାଯାଇଥିବା ବେଳେ ଏହି ଘଟଣା ସହ ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓ ଏବଂ ମହିଳା ଓଆଇସିଙ୍କୁ କରାଯିବ ଜେରା

ଗଜପତି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଜେରା କରାଯିବ ବୋଲି ଆଜି ଗଜପତି ଏସପି…

ଏସିଏଫ ସୌମ୍ୟ ବାପାଙ୍କ ଅଭିଯୋଗ, ମୃତ୍ୟୁ ପଛରେ ରହିଛି ମହିଳା ଆଇଆଇସିଙ୍କ ସମ୍ପୃକ୍ତି

କଟକ: ପାରଳାଖେମୁଣ୍ଡ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରାଦା । ମୃତ୍ୟୁକୁ ୬ଦିନ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି । ଏହାରି ଭିତରେ ସୌମ୍ୟଙ୍କ ବାପା ଆଜି ଡିଜପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଦାବିପତ୍ରରେ ଉଲ୍ଲେ୍‌ଖ କରିଛନ୍ତି…

ଡିଜିପିଙ୍କୁ ଦାବିପତ୍ର ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଛି । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଡିଜିପିଙ୍କୁ ଦାବିପତ୍ର ଦେଇଛନ୍ତି ସୌମ୍ୟଙ୍କ ବାପା । କଟକ ପୋଲିସ ଡିଜି ଅଫିସରେ ସେ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି ।…