Odia News Portal
Browsing Tag

acf soumya

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ…

ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ପୁରିଲା ମାସେ, ମୃତ୍ୟୁ ଉପରୁ ହଟିନି ପରଦା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୁରିଛି ମାସେ । ଜୁଲାଇ ୧୨ ତାରିଖରେ ରାତି ୯ଟାରେ ଖବର ଆସିଥିଲା କି, ସରକାରୀ ବାସ ଭବନରେ ରହୁଥିବା ସୌମ୍ୟ ୯୦ ଶତକଡା ଫୋଡି ହୋଇ ଯାଇଛନ୍ତି । ତାଙ୍କୁ କଟକ ଏସସିବିକୁ ଅଣାଯାଇଥିଲା । କିନ୍ତୁ ସେ ଜୀବନ ଯୁଦ୍ଧରେ ହାରି…

ଭାଇରାଲ ହେଉଛି ବିଦ୍ୟାଙ୍କ ଆଉ ଏକ ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍ପେନ୍ସ । କିନ୍ତୁ ସେପଟେ ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ପୂର୍ବରୁ ଦୁଇଟି ଚିଠି ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି…

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ଆଜି ଆସିଛି ପୋଷ୍ଟମଟମ ରିପୋର୍ଟ । ତାଙ୍କ ଶରୀରର ୯୫ ଶତକଡ଼ା ପୋଡ଼ି ହୋଇଯାଇଥିବା ବେଳେ ଦେହରୁ କିରୋସିନ ଗନ୍ଧ ବାହାରୁ୍‌ଥିଲା । ଏପରିକି ପୋଷ୍ଟମଟମ କରିବାର ୬ ଘଣ୍ଟା ପୂର୍ବରୁ ତାଙ୍କର…

ବିଦ୍ୟାଙ୍କ ଚରିତ୍ରକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାର, ଅକ୍ଷୟଙ୍କ ସହ ରହିଛି ସମ୍ପର୍କ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ଏଯାବତ ଉଠିନାହିଁ ପରଦା । ତେବେ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର । ଏହାରି ଭିତରେ ପୁଣିଥରେ ବୋହୂର ଚରିତ୍ରକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି…

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍‌

ବଲାଙ୍ଗୀର: ବିଦ୍ୟାଭାରତୀ ବଲାଙ୍ଗୀରରେ ରହୁଥିବା ହଷ୍ଟେଲର ରୁମ୍ ସିଲ୍ । ସେ ରହୁଥିବା ରୁମ ନମ୍ବର ୧କୁ ସିଲ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପାରଳାଖେୁମୁଣ୍ଡି ଆଇଆଇସି । ଆଜି ବଲାଙ୍ଗୀର ଯାଇ କଲେଜରେ ଜେରା କରୁଛି ପାରଳାଖେମୁଣ୍ଡି ପୋଲିସ । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସହ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗୀର ଯିବ ପାରଳାଖେମୁଣ୍ଡି ପୋଲିସ

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟୁନି । ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ତେବେ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର ପାର୍ଟିରୁ କିଛି ତଥ୍ୟ ମିଳିପାରେ ବୋଲି ପାରଳାଖେମୁଣ୍ଡି ପୋଲିସ ଅନୁମାନ କରିଛି । ପୂର୍ବରୁ ବାଲେଶ୍ୱର ଯାଇ ତଦନ୍ତ କରିଥିବା ବେଳେ ଏବେ…

ସରିଲା ଡିଏଫଓଙ୍କ ଜେରା, ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍କାନରରେ ଥିବା ଡିଏଫଓ ସଂଗ୍ରାମ କେଶରୀଙ୍କୁ ଆଜି ଜେରା କରୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଅନେକ ତଥ୍ୟ ମିଳିଥିବା ବେଳେ ଏବେ କୌଣସି ତଥ୍ୟ ଦେଇ ହେବନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଡିଏଫଓଙ୍କ…

ଏବେ ଚର୍ଚ୍ଚାରେ ସୌମ୍ୟଙ୍କ ହାତଲେଖା ଚିଠି, ପଢ଼ିଲେ ଆପଣ ବି ହୋଇଯିବେ ତାଜୁବ୍‌

ପାରଳାଖେମୁଣ୍ଡି: ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି ଚିଠି ଭାଇରାଲ ହେବା ପରେ ଏବେ ସ୍ୱାମୀ ସୌମ୍ୟଙ୍କ ଏକ ହାତଲେଖା ଚିଠି ଭାଇରାଲ ହେବାରେ ଲାଗିଛି । ଇଂଲିସରେ ଲେଖା ଯାଇଥିବା ଏହି ଚିଠିରେ ଅନେକ ଗୁଡିଏ କଥା ଲେଖାଯାଇଛି । ତେବେ ଏଥିରେ ଲେଖା ଅଛି କି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହେଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଜେରା କରୁଥିବା ସୂଚନା ମିଳିଛି । ତେବେ ସେ ଏହି ଘଟଣା ସହ ଜଡିତ ଅଛନ୍ତି କି, ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।…