Odia News Portal
Browsing Tag

akshay kumar

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ ।ଆଜି ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।ଅକ୍ଷୟ ଡାକ୍ତରଙ୍କ…

କିନ୍ନରଙ୍କୁ ୧.୫ କୋଟି ଟଙ୍କା ପ୍ରଦାନ କଲେ ଏହି ଅଭିନେତା

ମୁମ୍ବାଇ()  ଚେନ୍ନାଇରେ ଟ୍ରାନ୍ସଜେଣ୍ଡରମାନଙ୍କ ଘର ନିର୍ମାଣ ପାଇଁ ଅକ୍ଷୟ କୁମାର ୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସହ ଆକ୍ସନ୍ ଷ୍ଟାର ଏବଂ ଫିଲ୍ମ ନିର୍ଦ୍ଦେଶକ ରାଘବ ଲରେନ୍ସ ଉପସ୍ଥିତ ଥିଲେ। ରାଘବ ସୋସିଆଲ ମିଡିଆରେ ଲେଖିଛନ୍ତି…

୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିରେ ଅକ୍ଷୟ

ମୁମ୍ବାଇ()  ଚଳିତ ବର୍ଷ ଇଦ୍ରେ ପରଦାରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ଫିଲ୍ମ…

ବିଜ୍ଞାପନ ପାଇଁ ବିବାଦରେ ଅକ୍ଷୟ

ମୁମ୍ବାଇ()  ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ ଅଭିଯୋଗ ହୋଇଛି। ରିପୋର୍ଟ ମୁତାବକ , ମରାଠା ଯୋଦ୍ଧାଙ୍କ ରାଜା ହୋଇଥିବା ଅକ୍ଷୟ…

ମୁଁ ଖୁସିରେ ରହିବାକୁ ଚାହେଁ : ଅକ୍ଷୟ

ମୁମ୍ବାଇ() ଅଭିନେତା ଅକ୍ଷୟ କୁମାର ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଆସୁଥିଲେ। ହେଲେ ସେ ରାଜନୀତିରେ କେବେ ବି ପ୍ରବେଶ କରିବାକୁ ଇଚ୍ଛା ରଖି ନାହାନ୍ତି। କାରଣ ସେ ଖୁସିରେ ରହିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ଅକ୍ଷୟଙ୍କ କହିବା କଥା ହେଲା ପ୍ରତ୍ୟେକ ମଣିଷ…