Odia News Portal
Browsing Tag

attack

ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍‌ ଧକ୍କାରେ ୭ ପୋଲିସଙ୍କ ସମେତ ୨୦ ଆହତ । ଭିଡ଼ ଭିତରେ କାର୍‌ ଚଢ଼ାଇଦେବାରୁ ୨୦ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ତୁମୁଳକାଣ୍ଡ ଘଟିଛି । ଆକ୍ରମଣରେ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ…

ଯେକୌଣସି ସମୟରେ ଋଷିଆ ଆକ୍ରମଣ କରିପାରେ

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ପାଇଁ ଋଷିଆର ଜୋରଦାର ପ୍ରସ୍ତୁତି । ୟୁକ୍ରେନ ସୀମାନ୍ତରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି ଋଷିଆ । ବେଲାରୁସ, କ୍ରିମିଆ ଓ ଋଷିଆର ପଶ୍ଚିମାଞ୍ଚଳରେ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ମୁତୟନ କରାଯାଇଛି । ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା…

ସରପଞ୍ଚ ପାର୍ଥୀଙ୍କୁ ଆକ୍ରମଣ

ଗଜପତ: ଗଜପତିର ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନୀ ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ ।…

କକା କୁ ହାଣିଲା ପୁତୁରା

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା। କକାକୁ ହାଣିଲା ପୁତୁରା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । କକା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ, କରଞ୍ଜିଆ ଥାନା କିଆ ଗାଁର ପୁତୁରା ସୁରେନ୍ଦ୍ରନାଥ ମହାନ୍ତ ଓ କକା ଅକ୍ଷୟ କୁମାର…

ରାଜଧାନୀରେ ମାଆ ଝିଅଙ୍କୁ ଛୁରାମାଡ଼

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ । ଦିନ ଦ୍ୱିପ୍ରହରରେ ହେଉଛି ଲୁଟ୍ ଏବଂ ମର୍ଡର । ଭୁବନେଶ୍ୱରରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଛୁରାମାଡ଼ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ସୂଚନା…

ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ଼

ପୁରୀ: ପୁରୀ ଜିଲ୍ଲା ନରେନ୍ଦ୍ର କୋଣ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଦାଦାବଟିକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଛି । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଛନ୍ତି ସ୍ତ୍ରୀ । ଗୁଳିମାଡ଼ରେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ…

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଲୁଟିନେଲେ ମୋବାଇଲ୍

ଭୁବନେଶ୍ୱର: ଖବର ସଂଗ୍ରହ କରିବା କଣ ଭୁଲ? ସତ୍ୟକୁ ଲୋକଲୋଚନରେ ପ୍ରକାଶ କରିବା କଣ ଅପରାଧ? ଯଦି ଏସବୁ ଭୁଲ ନୁହେଁ ତେବେ କାହିଁକି ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ଉପରେ କରାଯାଉଛି ଆକ୍ରମଣ । ଉପାନ୍ତରୁ ଆରମ୍ଭ କରି ପୂର୍ବପ୍ରାନ୍ତ ସବୁଠି ଆଉ ସବୁବେଳେ ଆକ୍ରମଣର ଶିକାର ହେଉଛନ୍ତି…

ଜମି ବିବାଦରୁ ତେଣ୍ଟା ମାଡ଼, ୨ ଗୁରୁତର

ଭଦ୍ରକ : ଜମି ବାଡିକୁ କେନ୍ଦ୍ର କରି ତେଣ୍ଟା ମାଡ଼ରେ ୨ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା ଭଦ୍ରକ ଜିଲ୍ଲା ନାଇକାଣିଡ଼ିହି ଥାନା କାଶୀପୁର ଗାଁରେ ଘଟିଛି । ଗୁରୁତର ମାନେ ହେଲେ ସେହି ଗାଁର ରଞ୍ଜନ ବେହେରା ଓ ସମୀର ଜେନା। ଆଜି ସକାଳେ ରଞ୍ଜନ ଓ ସମୀରଙ୍କ ଜମି ପାଖରେ ଅପର ପକ୍ଷ ମାଟି…

ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇ ଗୋଡ଼ କାଟିଦେଲା ପ୍ରେମିକ

ଖେର୍ଦ୍ଧା: ପାଗଳ ପ୍ରେମୀର ଉନ୍ମୁକ୍ତ କାଣ୍ଡ । ପ୍ରେମ ନିବେଦନ ନଶୁଣିବାରୁ ଯୁବତୀଙ୍କ ଦୁଇଗୋଡ଼ କାଟିଦେଲା ପ୍ରେମିକ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ତୁଳସୀପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥ୍‌ରେ ଯୁବତୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି ।…

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ…