ବାଲିପାଟଣାରେ ପୋଡ଼ି ଘଟଣାରେ ବାପା ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ…
ବାଲିପାଟଣାରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ବାପା ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ। ହତ୍ୟା ମାମଲା ରୁଜୁ କରି ଗିରଫ ଦର୍ଶାଇଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି…