Odia News Portal
Browsing Tag

bank

ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ।…

ଜୁଲାଇ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟା ପରେ ଆସୁଛି ଜୁଲାଇ ମାସ । ତେବେ ଏହି ମାସରେ ୧୫ଦିନରୁ ଅଧିକ ଦିନ ବ୍ୟାଙ୍କ ବନ୍ଦ ରହିପାରେ ବୋଲି ସୂଚନା ମିଳିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହଲିଡେ କ୍ୟାଲେଣ୍ଡର ଅନୁସାରେ ଜୁଲାଇରେ ୬ ଦିନ ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ…

ବ୍ୟାଙ୍କରେ କରୋନା

ରାୟଗଡ଼ା: ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ । ଶେଷରେ ବ୍ୟାଙ୍କରେ ପଡ଼ିଲା ତାଲା । ରାୟଗଡ଼ା ସଦର ବ୍ଲକ ଜେକେପୁରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ…

ବ୍ୟାଙ୍କ କର୍ମଚାରୀଙ୍କ ଦରମା ୧୫% ବୃଦ୍ଧି

ନୂଆଦିଲ୍ଲୀ()  ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଙ୍କ ଗୁଡ଼ିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ବୁଝାମଣା ହୋଇଛି । ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବ୍ୟାଙ୍କ ଗୁଡ଼ିକା ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ ।…

୨୪ ଘଣ୍ଟା ନପୁରୁଣୁ ରାଜଧାନୀରେ ବ୍ୟାଙ୍କ ସାମ୍ନାରୁ ପୁଣି ଲୁଟ୍‌

ଭୁବନେଶ୍ୱର() ସୋମବାର ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଇଣ୍ଠିଆନ୍ ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌ । ଅପରାଧ ରୋକିବା ପାଇଁ ଦିନ ରାତି…

ରାଜଧାନୀରେ ବ୍ୟାଙ୍କ ଲୁଟ

ଭୁବନେଶ୍ୱର() ଖେଳନା ବନ୍ଧୁକ ମୁନରେ ରାଜଧାନୀର ଏକ ବ୍ୟାଙ୍କରୁ ଦୁର୍ବୃତ୍ତ ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ମାତ୍ର ୬ ମିନିଟରେ ଦୁର୍ବୃତ୍ତ ବ୍ୟାଙ୍କରେ ବୁଲାଇଛନ୍ତି କଳାକନା । ଲୁଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ୍ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ । ଭୁବନେଶ୍ୱର…

ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର() ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ଅଞ୍ଚଳରେ ସକାଳୁଆ ବ୍ୟାଙ୍କ ସେବା ମିଳିବ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ଓଡ଼ିଶା ସରକାର ରବିବାର ଏମିତି ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଆଦେଶନାମା…

ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ() ଆଜି ଏକାଧିକ ରାଷ୍ଟ୍ରାୟତ୍ତବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପଂଜାବ ନେସନାଲ ବ୍ୟାଙ୍କ ସହ ବିଲୀନ ହେବେ ୨ଟି ବ୍ୟାଙ୍କ । ଏହି ଦୁଇଟି ବ୍ୟାଙ୍କ ହେଲେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାସହ କାନାରା ବ୍ୟାଙ୍କ…