Odia News Portal
Browsing Tag

barsha

ବର୍ଷାଙ୍କ ମାମଲା ଖାରଜ କଲେ କୋର୍ଟ

କଟକ: ଦିନକୁ ଦିନ ନୂଆ ମେଡ ନେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ । ଛାଡ଼ପତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ନୂଆ ରୂପ ନେଉଛି । କଟକ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ…

ବର୍ଷା- ଅନୁଭବ ବିବାଦ, ଛାଡ଼ପତ୍ର ମାମଲା ଖାରଜ ଲାଗି ବର୍ଷାଙ୍କ ଆବେଦନ

କଟକ: ତୁଟୁନି ଓଲିଉଡ଼ର ଷ୍ଟାରକପୁଲ ବର୍ଷା ଅନୁଭବଙ୍କ ବିବାଦ । ଦିନକୁ ଦିନ ନୂଆ ରୂପ ନେଉଛି ବିବାଦ । ଛାଡ଼ପତ୍ର ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇ ଶୁଣାଣି ହେଉଥିବା ବେଳେ ଆଜି ଶୁଣାଣି ପାଇଁ ଧାର୍ୟ୍ୟ ସତ୍ତ୍ବେ ଉଭୟ ହାଜର ହୋଇନାହାନ୍ତି। ଏହି…

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦକୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ । ତ୍ୱରିତ୍ୱ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ…

ଆସନ୍ତା ୨୭ରେ ଅନୁଭବ-ବର୍ଷା ବିବାଦ ମାମଲାର ଶୁଣାଣି

କଟକ: ଛିଣ୍ଡୁନି ଅନୁଭବ-ବର୍ଷା ବିବାଦ ମାମଲା । ଆଜି କାଉନସିଲିଂ ଶେଷ ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର ଅଗ୍ରଗତି ହେବ । କାଉନ୍ସେଲିଂ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ର କାଉନ୍ସେଲିଂ ଉପରେ ତାଙ୍କର ଆସ୍ଥା ନଥିବା ବର୍ଷା…

ବର୍ଷାଙ୍କ ଜନ୍ମଦିନରେ ଏମିତି କାମନା କଲେ ଅନୁଭବ

କଟକ: ଆଜି ହେଉଛି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି ହୁଏତ ଆମେ ଦୁଇ ଜଣ ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ସବୁବେଳ ପାଇଁ ଭଲ…

ଆସନ୍ତା ସପ୍ତାହରେ ହେବ ବର୍ଷା-ଅନୁଭବଙ୍କ ବିବାଦର ଶୁଣାଣି

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା ।…

ଫ୍ୟାମିଲକୋର୍ଟରେ ବର୍ଷା-ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ପହଞ୍ଚିଛନ୍ତି ଷ୍ଟାରକପୁଲ ବର୍ଷା ଏବଂ ଅନୁଭବ । ଉଭୟଙ୍କ ମଧ୍ୟରେ ବୁଝାବଣା ହେବ । ଆଜି ପ୍ରଥମେ ବର୍ଷା ଫ୍ୟାମିଲ କୋର୍ଟରେ ହାଜର ହୋଇଥିବା ବେଳେ ପରେ ଅନୁଭବ ଆସିଥିବା ଦେଖିବାକୁ ମିଳିଛି । ସେପଟେ ଉଭୟଙ୍କ ମଧ୍ୟରେ କଣ ବୁଝାବଣା ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।…

ବଢ଼ିଲା ବର୍ଷା ଅନୁଭବ ବିବାଦ, ଫ୍ୟାମିଲକୋର୍ଟରେ ହାଜର ହେଲେ ଉଭୟ

କଟକ: ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର କପୁଲ ବର୍ଷା ଏବଂ ଅନୁଭବ । ମଧ୍ୟସ୍ଥତା ଗୃହରେ ଉଭୟ ଆଜି ହାଜର ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୧୪ ତାରିଖରେ ଘଟଣାର ବିଚାର ହେବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାଦକୁ ଦୀର୍ଘଦିନ ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ସ…