Odia News Portal
Browsing Tag

bhubneswar

ଭତ୍ତା ବାଣ୍ଟିଲେ ବିଧାୟକ

ଭୁବନେଶ୍ୱର: ଲୋକଙ୍କ ସହ ମିଶିଲେ, ସମସ୍ୟା ବୁଝିଲେ ଆଉ ଭତ୍ତା ବାଣ୍ଟିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସିର ୧,୨,୬,୭,୮ ଏବଂ ୧୪ ନମ୍ବର ୱାର୍ଡର ୯୦ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଗରୀବ,ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ବାଣ୍ଟିଛନ୍ତି ବିଧାୟକ…

ବାବୁଙ୍କ କାରସାଦି, ଇଞ୍ଜିନିୟର ଭାବେ ଖଟୁଥିବା କର୍ମଚାରୀଙ୍କର ଖାତା ଖତିଆନା ନାହିଁ

ଭୁବନେଶ୍ୱର : ଚାକିରି ଇଞ୍ଜିନିୟର । ଦରମା ମାସକୁ ୩୦ ରୁ ୩୫ହଜାର ଟଙ୍କା । ହେଲେ ଯନ୍ତ୍ରୀଙ୍କ ଇଏସଆଇ ଇପିଏଫ୍‍ ନଥିବାରୁ ଖାତା ଖତିଆନା କିଛି ନାହିଁ । କେବଳ ଯନ୍ତ୍ରୀ ନୁହନ୍ତି ନଗର ଉନ୍ନୟନ ବିଭାଗରେ ରାଜଧାନୀରୁ ମ୍ୟୁନିପାଲିଟି ଯାଏ ନିଯୁକ୍ତ ହୋଇ ମାଳ ମାଳ ଠିକା ବାବୁଙ୍କର ଏଭଳି ଅବସ୍ଥା…

ବନ୍ଧାହେଲେ ଆଞ୍ଜେଲ ପିହୁ

ଭୁବନେଶ୍ୱର: ସହିଦନଗର ପୋଲିସ କବ୍ଜାରେ ଆଞ୍ଜେଲ ପିହୁ। ଫେସବୁକ୍ରେ ବିଛାଉଥିଲେ ମାୟାଜାଲ। ଆଉ ପୁରୁଷ ବନ୍ଧୁମାନଙ୍କୁ ହନିଟ୍ରାପରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା। ଏଭଳି ଜଣେ ଆଞ୍ଜେଲ ପିହୁଙ୍କ ମାୟାଜାଲ ଭେଦକରି ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ଗିରଫ ହୋଇଥିବା…

ରାଜଧାନୀରେ ଏସଆଇ ଓ ଏଏସଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଥାନା ଏସଆଇ, ଏଏସଆଇମାନଙ୍କ ମଧ୍ୟରେ ଅଦଳବଦଳ ହୋଇଛି । ବିଭିନ୍ନ ଥାନାର ୬୦ ଜଣ ଏସଆଇ ଓ ଏଏସାଇଙ୍କ ମଧ୍ୟରେ ଅଦଳବଦଳ ହୋଇଛି । କମିଶନରେଟ ପୋଲିସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ୬୦ ଅଧିକାରୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଅଦଳବଦଳ କରିଛନ୍ତି ଡିସିପି…

ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀହନ୍ତା ସ୍ତ୍ରୀ । ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି…

ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ଡ୍ରେନରେ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ରିଲିଫ କୋଡ୍ ଅନୁସାରେ ମିଳିବ ମିଳିବ ସହାୟତା । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ବିରୋଧୀ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି କି ୫୦…

ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ (ରାଜା)ଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଉଠିଛି ପ୍ରଶ୍ନବାଚୀ । ରାଜାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ମୁକୁଳା ଡ୍ରେନ ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ…

ଡ୍ରେନରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ…

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁ ମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ : ବିଶେଷଜ୍ଞ

ଭୁବନେଶ୍ୱର, : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…

ଟ୍ୟୁସନ ଯାଉଥିଲେ, ଭାସିଗଲେ ଛାତ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ ନାଳରେ ପଡି ଯାଇଥିଲେ…