Odia News Portal
Browsing Tag

Bihar

ଅଗ୍ନିବୀରମାନେ ‘ନଂପୁସକ ସେନା’, ସେମାନଙ୍କୁ କେହି ବିବାହ କରିବେ ନାହିଁ : ବିହାର ସମବାୟ ମନ୍ତ୍ରୀ

ଅଗ୍ନିବୀର ଯୋଜନା ‘ନଂପୁସକ ସେନା’ ତିଆରି କରିବ ବୋଲି ଗୁରୁବାର ଦିନ ବିହାର ସମବାୟ ମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ସୁରେନ୍ଦ୍ର ଯାଦବ କହି ବିବାଦର ସୂତ୍ରପାତ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଏବେଠାରୁ ଠିକ୍‌ ୮.୫ ବର୍ଷ ପରେ ଦେଶ ‘ନଂପୁସକମାନଙ୍କ ସେନା’ରେ…

ବିହାରରେ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ୩୦ ଛୁଇଁଲା

ବିହାର ଛାପ୍ରାର ମଶରକ ଥାନା ଅଞ୍ଚଳରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ମୃତକଙ୍କ ପରିବାର ଦେଶୀମଦ କଥା କହୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ମୃତ୍ୟୁ ଓ ଅସୁସ୍ଥତାର କାରଣ ବିଷାକ୍ତ ମଦ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ତେବେ…

ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ, ୪ ମୃତ, ୧୨ ଆହତ

ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ ଘଟିଛି ​​। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା। ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର କହିଛନ୍ତି…

ବିହାରରେ ହଠାତ୍ ଜଳିଗଲା ଟ୍ରେନ୍

ବିହାର ସ୍ଥିତ ମଧୁବାନୀ ରେଳ ଷ୍ଟେସନରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଘଟଣା ସମ୍ନାକୁ ଅସିଛି। ଅନ୍ତତଃ ଟ୍ରେନଟି ଖାଲି ଥିବା ଜଣାପଡିଛି। ତେବେ ଖାଲି ଟ୍ରେନରେ କିପରି ନିଆଁ ଲାଗିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ଷ୍ଟେସନରେ ଥିବା ଅନେକ…

ବିହାରରୁ ଏକାସାଙ୍ଗରେ ଧରାପଡ଼ିଲେ ୩୩ଜଣ ସାଇବର ଅପରାଧି

ବିହାରର ନୱାଦା ଜିଲ୍ଲାରେ ଏବେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ଏଠାରେ ଲଗାତାର ଅଭିଯାନ ଚଲାଇଛି । ଏହାମଧ୍ୟରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଅପରାଧ ଅଭିଯୋଗରେ କରାଯାଇଥିବା ଅଭିଯାନ ସମୟରେ ପୋଲିସ ଏକା ସାଙ୍ଗରେ ୩୩ଜଣ ସାଇବର…

ବିସ୍ଫୋରଣକାରୀଙ୍କୁ ଫାଶୀ ଦଣ୍ଡାଦେଶ

ପାଟନା: ବିହାର ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ସୋମବାର ଏନଆଇଏ କୋର୍ଟ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ…

ଡଙ୍ଗା ବୁଡ଼ି ୨୨ ନିଖୋଜ

ପାଟଣା: ବିହାରରେ ମୋତିହାରି ସିକରହନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଥିବା ଯାତ୍ରୀଙ୍କ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ…

ସର୍ବସମ୍ମୁଖରେ ପିଟାପିଟି ହେଲେ ଯୁବକ ଯୁବତୀ, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର: ପ୍ରଥମେ ଦୁଇଜଣ ଯୁବକ ଓ ଦୁଇଜଣ ଯୁବତୀଙ୍କ ମଧ୍ୟରେ କିଛି କଥା କଟାକଟି ହୋଇଛି । ପରେ ପିଟାପିଟି ହୋଇଛନ୍ତି । ବିହାରର ଏକ ଭାଇରାଲ ଭିଡିଓ ଏବେ ସୋସୀଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଜଣେ ଯୁବତୀ ଜଣେ ଯୁବକଙ୍କୁ ବାଡ଼ିରେ ଥିଲେ । ପରେ ଦୁଇଜଣ ଯୁବକ ମିଶି ସେମାନଙ୍କୁ…

ବର୍ଷାରେ ବେହାଲ ବିହାର

ପାଟଣା: ଲଗାଣ ବର୍ଷାରେ ବେହାଲ ହୋଇଛି ବିହାର । ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ…

ଝରକା ଭାଙ୍ଗି ନାବାଳିକାଙ୍କୁ ଘରୁ ଉଠାନେଲେ, ୫ଜଣ ମିଶି ଦୁଷ୍କର୍ମ କରିବା ପରେ ହତ୍ୟା କରି ଫୋପାଡି ଦେଲେ…

ପାଟନା: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟୁଛି ନରରାକ୍ଷସ । ଦେହଲୋଭି ମଣିଷଙ୍କ ଉନ୍ମୁକ୍ତକାଣ୍ଡ । ବିହାରର ହାଜିପୁର ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଖବର । ୫ଜଣ ଯୁବକ ମିଶି ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଦୁଷ୍କର୍ମ କରିବା…