Odia News Portal
Browsing Tag

Bihar

ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କଲେ ଚିରାଗ ପାଶୱାନ

ପାଟନା: ଏଲଜେପି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାଶୱାନ ଓ ତାଙ୍କ ମାମୁଁ ପଶୁପତି କୁମାର ପରାଶଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଉଭୟ ଉଭୟଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ବିଶ୍ୱାସ ଘାତକତା କରିଥିବା କଥା କହି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଗଣମାଧ୍ୟମ ସମ୍ମୁଖରେ…

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ପାଟନା: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଦୁଷ୍କର୍ମକାରୀଙ୍କ ସଂଖ୍ୟା । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ଘଟାଉଛି ଅମାନୁଷିକ କାର୍ଯ୍ୟ । ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ମାଲିକ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।…

ରୋଚକ ମୋଡ଼ରେ ବିାହର ରାଜନୀତି, ଦୁଇଭାଗ ହେଲା ଏଲଜେପି

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାଶୱାନଙ୍କୁ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ…

ପ୍ରଥମ ପର୍ଯ୍ୟାୟ ବିହାର ମତଦାନ : ଜାଣନ୍ତୁ କେତେ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

ପାଟନା ()  ଆଜିଠାରୁ ଆରମ୍ଭ ହୋଇଛି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରାୟ ୧୦୬୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଶତାଧିକ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଏଡିଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଶତାଧିକ ପ୍ରାର୍ଥୀଙ୍କ ନାମରେ ବିଭିନ୍ନ…