ବର୍ଷାରେ ବେହାଲ ବିହାର
ପାଟଣା: ଲଗାଣ ବର୍ଷାରେ ବେହାଲ ହୋଇଛି ବିହାର । ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ!-->…