ଆଇନକୁ ବା ପୁଲିସକୁ ଆଉ ଭୟ କରୁନାହାନ୍ତି ଅପରାଧୀମାନେ: ବିଜେଡି
ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେଡି। ଦୁଷ୍କର୍ମ ପରେ ହତ୍ୟା, ଦୁଷ୍କର୍ମ କରି ଧମକାଇବା ଓ ଭିଡିଓ କରି ପୀଡ଼ିତାଙ୍କ ଭାଇଙ୍କୁ ପଠାଇବା ଭଳି ଘଟଣାକୁ ବିଜେଡି ନିନ୍ଦା କରିଛି।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟରେ…