ଆସୁଛି ଦାଦାଙ୍କ ବାୟୋପିକ୍
					ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି । ଏବେ ବଲିଉଡରେ ବାୟୋପିକ୍ ଫିଲ୍ମ ଅଧିକ ଲୋକପ୍ରିୟତା ଅର୍ଜନ କରୁଛି । ଯାହାକୁ ନେଇ ଅଧିକ ବାୟୋପିକ୍ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ପ୍ରଯୋଜକ । ତେନ୍ଦୁଲକର ଓ ଧୋନିଙ୍କ!-->…				
						
						
			