Odia News Portal
Browsing Tag

birth day

ହେମା ମାଳିନୀ @୭୩

ଭୁବନେଶ୍ୱର: ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀଙ୍କ ଆଜି ହେଉଛି ଜନ୍ମଦିନ । ୭୩ ବର୍ଷରେ ପାଦ ଥାପିଛନ୍ତି ହେମା । ତେବେ ତାଙ୍କ ବୟସ ଏତେ ହୋଇଥିଲେ ସୁଦ୍ଧା ସେ ଆଜି ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି । ଡ୍ରିମଗାର୍ଲଙ୍କ ବୟସ ଯେତିକି ବଢ଼ୁଛି ଦିନକୁ ଦିନ ତାଙ୍କର ଗ୍ଲାମର ସେତିକି ବଢ଼ିବାରେ…

ଆଜି ରେଖାଙ୍କ ଜନ୍ମଦିନ, ଜାଣନ୍ତୁ ବଲିଉଡରେ ଏଣ୍ଟ୍ରି ପୂର୍ବରୁ କେମିତି ଥିଲା ରେଖାଙ୍କ ଜୀବନ

ନାଁ ତାଙ୍କର ଭାନୁରେଖା ଗନେଶନ । ହେଲେ ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରେଖା । ବଲିଉଡର ଏହି ଭେଟେରାନ ଅଭିନେତ୍ରୀ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମହଲରେ ଛାପ ଛାଡ଼ିଛନ୍ତି । ହସ ହସ ମୁହଁ ଆଉ ବୟସ ବଢ଼ିଥିଲେ ସୁଦ୍ଧା ସୌନ୍ଦର୍ଯ୍ୟର ମାଧୁର୍ଯ୍ୟ ସମସ୍ତଙ୍କ ବିମୋହିତ କରିଥାଏ ।…

ବର୍ଷାଙ୍କ ଜନ୍ମଦିନରେ ଏମିତି କାମନା କଲେ ଅନୁଭବ

କଟକ: ଆଜି ହେଉଛି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି ହୁଏତ ଆମେ ଦୁଇ ଜଣ ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ସବୁବେଳ ପାଇଁ ଭଲ…

ଆଜି ମୁନାଫ ପଟେଲଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପରେ ଭାରତ ବିଜୟୀ ହୋଇଥିଲା । ଏହି ବିଜୟୀ ଦଳର ସଦସ୍ୟଥିଲେ ମୁନାଫା ପଟେଲ । ଡାହାଣ ହାତୀ ପେସ ବୋଲର ମୁନାଫା ପଟେଲ ବିଶ୍ୱକପରେ ଭଲ ପ୍ରଦାନ କରିଥିଲେ । ତେବେ ଆଜି ହେଉଛି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଜନ୍ମଦିନ । ୩୮ ବର୍ଷରେ ପାଦ ଥାପିଛନ୍ତି ମୁନାଫ୍ । ତେବେ…

ଜୟସୁରିୟାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବ୍ୟବକ୍ତିଗତ ଜୀବନର କିଛି ବିବାଦୀୟ କଥା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ଆଜି ହେଉଛି ଜନ୍ମଦିନ । ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଖେଳ ଜୀବନରେ ବେଶ ରେକର୍ଡ କରିଥିବା ଜୟସୁରିୟା କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ ବିବାଦୀୟ । ସେ ତିନିଜଣଙ୍କ ବିବାହ କରିଥିଲେ ।…