Odia News Portal
Browsing Tag

birthday

କାଜଲଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଆଜି ହେଉଛି ବଲିଉଡର ଚୁଲବୁଲି ନାୟିକା ତଥା ନବେ ଦଶକର ସୁପରହିଟ ହିରୋଇନ କାଜଲଙ୍କ ଜନ୍ମଦିନ । ୪୭ ବର୍ଷରେ ପାଦ ଥାପିଛନ୍ତି ସେ । କାଜଲ ହେଉଛନ୍ତି ପ୍ରଯୋଜକ-ନିର୍ଦ୍ଦେଶକ ଶୋମୁ ମୁଖାର୍ଜୀଙ୍କ ଝିଅ । ରୋମାନ୍ସ ଷ୍ଟାର ଶାହାରୁଖ ଖାନଙ୍କ ସହ କାଜଲଙ୍କ ଯୋଡ଼ିକୁ ଦର୍ଶକେ ବେଶ ପ୍ରଂଶସା…

ଆଜି ବାବୁଶାନଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ ଜଗତର ଚକୋଲେଟ ବଏ ବାବୁଶାନଙ୍କ ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ସେ । ଓଲିଉଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁଯୋଗ୍ୟ ସନ୍ତାନ ହେୁଛନ୍ତି ବାବୁଶାନ । ନିଜର ସୁନ୍ଦର ଅଭିନୟ ଏବଂ ଗୀତ ଲାଗି ସାରା ଓଡ଼ିଶାରେ ଦର୍ଶକଙ୍କ ମଧ୍ୟରେ ନିଜର…

ଇଶାନ କିଶାନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଇଶାନ କିଶାନ ଆଇପିଏଲ ପ୍ରେମୀଙ୍କ ଲାଗି ଏକ ଚିହ୍ନା ନାମ । ତେବେ ଏହି ଯୁବ କ୍ରିକେଟର ୧୯୮୮ ମସିହା ଜୁଲାଇ ୧୨ ତାରିଖରେ ବିହାରରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ରଣବ କୁମାର ପାଣ୍ଡେ । ଇଶାନଙ୍କ ବଡ଼ ଭାଇ ମଧ୍ୟ ପିଲାଟି ଦିନରୁ ତାଙ୍କୁ କ୍ରିକେଟ ଖେଳିବା ଲାଗି…

ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଗାଙ୍ଗୁଲି । ୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ କ୍ରିକେଟର । କୋଲକାତାର ସେଂଟ ଜାଭିୟର ସ୍କୁଲରେ…

ଆଜି ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ

ରାଞ୍ଚି: ଆଜି ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ବିଶ୍ୱ କ୍ରିକେଟରେ ସେ ଜଣେ ପରିଚିତ ଚେହେରା । ତେବେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଜି ହେଉଛି ୪୦ତମ ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ତାଙ୍କ…

ଉପରାଷ୍ଟ୍ରପତିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଉଡୁଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ତେବେ ଉପରାଷ୍ଟ୍ରପତି ୭୨ ବର୍ଷରେ ପାଦ…

୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଆଜି ବିଜେଡି ସାଂଗଠନିକ ସମ୍ପାଦକ, ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ୧୯୭୨ ଜୁନ ୨୧ ତାରିଖରେ ବରିଷ୍ଠ ରାଜନେତା ଅଶୋକ ଦାସଙ୍କ କୋଳରେ ଜନ୍ମ ନେଇଥିଲେ ଏହି ଯୁବ ନେତା । ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ । ତେବେ…

ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଲେନି ଗାର୍ଲର୍ପ୍ରେଣ୍ଡ ମଲାଇକା

ମୁମ୍ବାଇ: ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ଆଜି ହେଉଛି ଜନ୍ମଦିନ । ୩୬ ବର୍ଷରେ ପାଦ ଥାପିଛନ୍ତି ଅର୍ଜୁନ । ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲରେ ଜନ୍ମଦିନ ପାର୍ଟିି ପାଳୁଛନ୍ତି ଅର୍ଜୁନ । ଶନିବାର ରାତିରୁ ତାଙ୍କ ଜନ୍ମ ପାର୍ଟି ଆରମ୍ଭ ହୋଇଛି । ବହୁ ଷ୍ଟାର ତାଙ୍କ ଜନ୍ମଦିନରେ ଆସିଥିବା…

ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନକୁ ଦିଲ୍ଲୀ କଂଗ୍ରେସ ସେବା ଦିବସ ରୂପେ ପାଳନ କରିଛି । ଆଜି ଦିଲ୍ଲୀରେ ଗରୀବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିବ ଦଳ । ମାସ୍କ, ସାନିଟାଇଜର ଓ ମେଡିସିନ କିଟ୍ ମଧ୍ୟ ଲୋକଙ୍କୁ ବଣ୍ଟାଯିବ ।…

ଜନ୍ମଦିନରେ ବିକିନି ପିନ୍ଧା ଫଟୋ ସେୟାର କଲେ ଅଭିନେତ୍ରୀ ଦିଶା ପାଟାନୀ

ମୁମ୍ବାଇ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଦିଶା ପାଟାନୀଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି ଦିଶା । ମାଳଦ୍ୱୀପରେ ଉଠାଇଥିବା ଏକ ଥ୍ରୋବ୍ୟାକ ଫଟୋକୁ ପୋଷ୍ଟ କରିଛନ୍ତି ସେ । ଯେଉଁଥିରେ କି ଏକ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି…