Odia News Portal
Browsing Tag

birthday

ଆଜି ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ

ଆଜି ହେଉଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୩୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତେବେ ସେ ଜଣେ ଭଲ କଳାକାର । ଏମିତିକି ସେ କେବଳ ସାଉଥ୍ ଫିଲ୍ମରେ ନୁହେଁ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଶ୍ରୁତି ହାସନଙ୍କୁ ନେଇ ଆଉ କଥା ମଧ୍ୟ…

ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜଣାଇବୁ । ଗଲିବୟ ଚିକୁରୁ କିପରି ବନିନେ ରନ ମେସିନ । ପିଲାଦିନରୁ ଆରମ୍ଭ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପର୍ଯ୍ୟନ୍ତ କେମିତି ରହିଛି ବିରଟଙ୍କ କ୍ରିକେଟ ଯାତ୍ରା ସେସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ବିରରଣୀ ।…

ଆଜି ଅନୀଲ କୁମ୍ବଲେଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କୋଚ ଅନୀଲ କୁମ୍ବଲେଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ଏହି କ୍ରିକେଟର । ତାଙ୍କ ସ୍ପିନ୍ ଆଗରେ କାହିଁ କେତେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସେ ଟେଷ୍ଟରେ ୬୧୯ ୱିକେଟ ନେଇ ରେକର୍ଡ କରିଥିବା…

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ନୂଆ ଓଡ଼ିଶାର ବିନ୍ଧାଣୀ ସବୁରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିନ । ନବୀନଙ୍କୁ ସବୁଆଡୁ ଜନ୍ମଦିନ ଶୁଭେଚ୍ଛା ମିଳିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର: ସେ ନିଷ୍ପତ୍ତି ନେବାରେ ଧୁରନ୍ଧର, ଆଉ ନୂଆ ନୂଆ ଯୋଜନା କରିବାରେ ଓସ୍ତାଜ୍ । ସବୁବେଳେ ସେ ବିରୋଧୀଙ୍କୁ ଦେଇଛନ୍ତି ଚକମା । ଆଉ ଯେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତାଙ୍କର ଦୃଢ଼ ନେତୃତ୍ୱ ଲାଗି ସେ…

କରୋନା ପାଇଁ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳିବାକୁ ମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ…

ଆଜି ମୋଦୀଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ଏହି ବର୍ଷିୟାନ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ନୂଆ ଭାରତର ଭିତ୍ତି ପକାଇଛନ୍ତି ।…

ଆଜି ସୈଫ ଅଲ୍ଲୀ ଖାନଙ୍କ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତା ସୈଫଅଲ୍ଲୀ ଖାନଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ସୈଫ । ୧୯୭୦ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସୈଫ । ତେବେ ପିଲାଟି ଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ ସେ । ବଲିଉଡରେ ସଫଳ କଳାକାରଙ୍କ ମଧ୍ୟରେ ସୈଫ ଅନ୍ୟତମ । ତେବେ ସୈଫ…

ଆଜି ଜନ୍ନିଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସମ୍ପର୍କ କିଛି ଅଜଣା କଥା

ମୁମ୍ବାଇ: ଆଜି ବଲିଉଡର ହାସ୍ୟ ଅଭିନେତା ଜନ୍ନି ଲିଭରଙ୍କ ଜନ୍ମଦିନ । ୬୪ ବର୍ଷରେ ପାଦ ଥାପିଛନ୍ତି ଏହି କମେଡିଆନ । ୧୯୫୭ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଗରୀବିକୁ ପିଲାଟି ଦିନରୁ ଦେଖିଥିଲେ ଜନ୍ନି । ନିଜର ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ହାର ମାନିଛି…

ଆଜି ବର୍ଷାଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ହେଉଛି ଜନ୍ମଦିନ । ୩୭ ବର୍ଷରେ ପାଦ ଥାପିଛନ୍ତି ସେ । ତାଙ୍କର ନିଖୁଣ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବର୍ଷା ୧୯୮୪ ମସିହାରେ କଟକରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ…