Sign in
Sign in
Recover your password.
A password will be e-mailed to you.
Browsing Tag
bjd
ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ସମାବେଶ
ଭଦ୍ରକ: ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଭଦ୍ରକର ଐତିହାସିକ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଛି |ଏହି ସମ୍ମିଳନୀକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ତେବେ ଭିନ୍ନ ଭିନ୍ନ ଶୋଭାଯାତ୍ରା ମାଧ୍ୟମରେ!-->…
ଭଦ୍ରକରେ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ
ଭଦ୍ରକ: ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ । ଏନେଇ ପ୍ରସ୍ତୁତ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ । କାର୍ଯ୍ୟକ୍ରମରେ ସାମିଲ ହେବେ ଦଳର ବହୁ ଯୁବନେତା । ଭର୍ଚୁଆଲ ମାଧ୍ୟମରେ ଯୁବ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।!-->…
ପ୍ରତିଭା ନା ରୁଦ୍ର, କାହା ମୁଣ୍ଡରେ ସୁନା କଳସ ?
ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡ଼ି ।ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ!-->…
ପ୍ରତାପଙ୍କ କାନ୍ଧରେ ପିପିଲି ଦାୟିତ୍ୱ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡ଼ି ।ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ!-->…
ବିଜେପି କରୁଛି ଡ୍ରାମା: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର!-->…
ତେଜୁଛି ଅରୁଆ-ଉଷୁନା ରାଜନୀତି
ଭୁବନେଶ୍ୱର: ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି | ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା!-->…
ବିଜେଡ଼ି ବିଜେପି ମୁହାଁ-ମୁହିଁ
ଭୁବନେଶ୍ୱର: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ!-->…
ପଦ୍ମ ଧରିଲେ ଜୀବନ ପ୍ରଦୀପ ଦାସ
ବାଲେଶ୍ୱର: ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ଆଜି ବିଜେପି ଦଳରେ ଯୋଗଦେଇଛନ୍ତି । ବାଲେଶ୍ୱର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି । ଉପନିର୍ବାଚନ ସମୟରେ ଦଳବିରୋଧୀ!-->…
