Odia News Portal
Browsing Tag

bjd

ବିଜେପି ଇଶାରାରେ ନାଚୁଛି କଂଗ୍ରେସ: ବିଜେଡି

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ

ଦୁଇ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା ମାମଲା ତାତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଶାସକ ଦଳ ଏହାକୁ ଗୁରୁତ୍ୱ ଦେଉନାହିଁ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସେପଟେ ଆଜି

ବିରୋଧୀଙ୍କୁ କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିର୍ବାଚନ ସରିଗଲେ ଏହିକଥାକୁ ଭୁଲି ଯାଆନ୍ତି ବିରୋଧୀ । ଏଭଳି କହି ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର

ବିଜେଡିରେ ଯୋଗଦେଲେ ପ୍ରଦୀପ ମାଝି

ନବରଙ୍ଗପୁର: ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଆଜି ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି । ପ୍ରଦୀପଙ୍କ ସହ ତାଙ୍କର ଶହ ଶହ କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ

ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅସମ୍ମାନର ପ୍ରତିବାଦ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ

୧୦ଦିନ ସ୍ଥଗିତ ରହିବ ବିଜେଡ଼ି ଆନ୍ଦୋଳନ

ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ସାରା ରାଜ୍ୟରେ ବିଜେଡି ପକ୍ଷରୁ କରାଯାଇଥିବା ଆନ୍ଦୋଳନକୁ ୧୦ଦିନ ଲାଗି ସ୍ଥଗିତ ରଖାଯିବ । ଆଜି ଏନେଇ ପ୍ରେସମିଟରେ ସୂଚନା ଦିଆଯାଇଛି । କାଲିଠୁ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ଦଳ । ଏଲପିଜି ଉପରେ ଦର ହ୍ରାସ କରିବାକୁ ମଧ୍ୟ ବିଜେଡି

ଆଜିଠୁ ରାଜ୍ୟବ୍ୟାପି ବିକ୍ଷୋଭ କରିବ ବିଜେଡି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୭ ତାରିଖ ଯାଏଁ ଶାସକ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଚାଲିବ । ଆଜି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିବାଦ ସଭା କରିବ ବିଜେଡି ମହିଳା ମୋର୍ଚ୍ଚା । ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ କରାଯିବ ।

କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ବିଜେଡି କର୍ମୀ

ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ଆଜି ବିଜେଡି ପକ୍ଷରୁ ରାଜଧାନୀରେ ଏକ ପ୍ରତିବାଦ ସଭା ଆୟୋିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ପାର୍ଟି ଅଫିସରୁ ଏକ ସାଇକେଲ ରାଲିରେ ବାହାରି ରାଜ ଭବନ ନିକଟରେ

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ସାଇକେଲ ରାଲି

ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଯାହାର ପ୍ରତିବାଦ କରିବା ଲାଗି ନିଆରା ଢ଼ଙ୍ଗରେ ଉପସ୍ଥାପନା କରିଛି ବିଜେଡି । ପାର୍ଟି ଅଫିସରୁ ଏକ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି କର୍ମୀ । ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ କେନ୍ଦ୍ର

ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି

ଭୁବନେଶ୍ୱର: ଅସହ୍ୟ ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଲୋକେ ଆଉ ପନିପରିବା କିଣୁନାହାନ୍ତି । ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ବି ମହଙ୍ଗା । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦରଦାମ ବୃଦ୍ଧି