Odia News Portal
Browsing Tag

bjp

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ୧୭ ନୂଆ ଚେହେରା

ବିହାର: ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ

ପୁରୀରେ ଫେଲ୍‌ ମାରୁଛି ବିଜେପିର ରଣନୀତି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ରଣନୀତି ବାରମ୍ବାର ଫେଲ୍‌ ମାରୁଛି ।ବିଭିନ୍ନ ପ୍ରସଙ୍ଗକୁ ଆଳ କରି ସରକାରଙ୍କୁ ଘେରିବାାଇଁ ଯେତେ ଯାହା କଲେ ବି ତାହା ଦାନା ଧରୁନାହିଁ । ସାଧାରଣ ଲୋକେ ବି ବିଜେପି ସହିତ ପୁରୀ ଯିବା ପାଇଁ ରାଜି ନୁହନ୍ତି । ଏଭଳି ବିଫଳତାକୁ ସାଧାରଣ ଲୋକେ ‘ସବୁ

ବାଇ-ଲ ଜାରି ନେଇ ପ୍ରତିକ୍ରିୟା ରଖିଲେ ବିଜେଡ଼ି-ବିଜେପି

ପୁରୀ: ପୁରୀ ଶ୍ରୀମନ୍ଦିର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର

ସରକାରଙ୍କୁ ୭୨ ଘଣ୍ଟାର ମହଲତ

ସମ୍ବଲପୁର: ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର

ବିଜେପି କରୁଛି ଡ୍ରାମା: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର

ଥାନା ସାମ୍ନାରେ ବିଜେପି କର୍ମୀଙ୍କ ହଙ୍ଗାମା

ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା । ତେବେ ବିଜେପି ମହିଳା କର୍ମୀ ଘଟଣାସ୍ଥଳରେ ଢେଲା ପଥର ମାଡ଼ କରିଛନ୍ତି ।ଏନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି |ଏହି ଘଟଣାରେ ପୋଲିସ ଓ

ରାତି ସାରା ଥାନାରେ ରହିଲେ ବିଜେପି ନେତା

ସମ୍ବଲପୁର: ଥାନାରେ କଟିଲା ରାତି । ରାତି ସାରା ଥାନାରେ ରହିଲେ ଏକାଧିକ ବିଜେପି ନେତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଆରଡିସିଙ୍କୁ ଭେଟିବା ଦାବିରେ ଗୁରୁବାର ଦିନ ୩ଟାରୁ ସମ୍ବଲପୁର ଟାଉନ ଥାନାରେ ଏପର୍ଯ୍ୟନ୍ତ ବସି ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର

ତେଜୁଛି ଅରୁଆ-ଉଷୁନା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି | ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା

ବିଜେଡ଼ି ବିଜେପି ମୁହାଁ-ମୁହିଁ

ଭୁବନେଶ୍ୱର: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ବିଜେପିକୁ ପିସିସି ସଭାପତିଙ୍କ ଟାର୍ଗେଟ

କେନ୍ଦୁଝର: ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଏନେଇ ନିରଞ୍ଜନ ଟୁଇଟ ମଧ୍ୟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଥିବା ପିସିସି ସଭାପତି