Odia News Portal
Browsing Tag

bjp

ବିଜେପିକୁ ଟାର୍ଗେଟ କଲେ ଲେଲିନ୍

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି

ବିଜେପି ଛାଡ଼ିଲେ, ଦଳ ବିରୋଧରେ ଏମିତି କହିଲେ ନବନିତା

ଭଦ୍ରକ: ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ଏବେ ମୁହଁ ଖୋଲିଛନ୍ତି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବା ବେଳେ ଏବେ ମନମୁଖୀ କାର୍ୟ୍ୟ ଜାରି ରହିଛି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା

ଓଡ଼ିଶାରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆସି ପହଂଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି ।ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ମାହାଙ୍ଗା ବିଜେପି ଯୁବମୋର୍ଚ୍ଚା

କଟକ: ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆଜି ମାହାଙ୍ଗା ବିଜେପିର ଯୁବମେର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଛତ୍ର ଛାୟାରେ ବିରଞ୍ଚି ସାହୁଙ୍କ ଭଳି ଦୁର୍ନୀତିଖୋର ଅଧିକାରୀ ଓଡ଼ିଶାର ଅନେକ ଯବୁକ

ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଘୋଷଣା କରିଛି ବିଜେପି । କେଭି ସିଂଦେଓ କମିଟି ଅଧ୍ୟକ୍ଷ ହୋଇଥିବା ବେଲେ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ସଂଯୋଜକ ହୋଇଛନ୍ତି । କମିଟିରେ ୧୭ ସଦସ୍ୟ

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢା ଅଭିଯୋଗ: ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳରେ ନିଜର ହଜିଯାଉଥିବା ସ୍ଥିତିକୁ ପ୍ରାସଙ୍ଗିକ କରିବା ସହିତ ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପିର ପୂର୍ବତନ

ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ, ବିଜେଡି ଖୁସ୍‌

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ନେଇ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଲେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହି ଭୁତ ହିତାଧିକାରୀ କିଏ ତାହାର ଜବାବ ରାଜ୍ୟ

ବିଜେପିର ‘ମୋ ସାଇକେଲ’ କୋକେଇ ରାଲି

ଭୁବନେଶ୍ୱର: କୋକେଇରେ ବୁହାହେଲା ମୋ ସାଇକେଲ । ବିଜେପି କର୍ମୀଙ୍କ ନିଆରା ପ୍ରତିବାଦ । ସ୍ମାର୍ଟସିଟିରେ କରାଯାଇଥିବା ମୋ ସାଇକେଲ ଯୋଜନାରେ ହରିଲୁଟ୍ ହୋଇଥିବା ଅଭିଯୋଗରେ ବିଜେପି ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ସାଇକେଲ ରାଲି କରିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କୁ