Odia News Portal
Browsing Tag

bjp

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣାସ୍ଥିତ ଘର ଉପରକୁ ଅଣ୍ଡାମାଡ଼

କଳାହାଣ୍ଡି: ଥମୁନି ବିବାଦ । ମମିତା ମିଷ୍ଟିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ଟାର୍ଗେଟ କରୁଛନ୍ତି । ମଙ୍ଗଳବାର ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବାବେଳେ ଆଜି ଭବାନୀପାଟଣାସ୍ଥିତ ବାସଭବନରେ ବିଜେପି ମହିଳା ମୋର୍ଚ୍ଚା

ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି । ଓଡ଼ିଶାରୁ ଏହି କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିଛି ।

ବିଜେପି ଛାଡ଼ି ଲଣ୍ଡା ହେଲେ ବିଧାୟକ

ତ୍ରିପୁରା: ରାଜନୀତି ଇତିହାସରେ ନୂଆ ଖବର । ବିଜେପି ଛାଡ଼ିଲେ, ଆଉ ଲଣ୍ଡା ହେଲେ ବିଧାୟକ । ବିଜେପିରେ ମିଶି ଭୁଲ ହେଇଗଲା । ବିଜେପି ଦଳକୁ ଛାଡି ଶୁଦ୍ଧି ହେଲେ ବିଧାୟକ। ଦଳ ଛାଡିବା ପୁର୍ବରୁ ପ୍ରଥମେ ଲଣ୍ଡା ହେଲେ ଆଉ ତାପରେ ମନ୍ଦିରରେ ଶୁଦ୍ଧିକରଣ ଯଜ୍ଞ କରି ବିଜେପି ଛାଡିଛନ୍ତି ସୁରମାରୁ

ବିଜେପିରେ ଯୋଗ ଦେଲେ ଇନ୍ଦରଜିତ ସିଂହ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ । ଜେଜେ ଜ୍ଞାନୀ ଜୈଲ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବିଜେପିରେ ମିଶିଥିବା କହିଛନ୍ତି । ତେବେ ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ

ବର୍ଷାରେ ବିଜେପି କର୍ମୀଙ୍କ ବିକ୍ଷୋଭ

କଟକ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ ଏହି ବର୍ଷାରେ ମଧ୍ୟ ବିଜେପି କର୍ମୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପ’ରୁ ଏହି ବନ୍ଦ ଡାକରରା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା

କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ରାଜୀନତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କିଏ ସମ୍ଭାଳିବ ପଦବୀ । ତାକୁ ନେଇ ସବୁଠି ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବରେ ଗୁଜରାଟରେ

କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ଆସନ୍ତାକଲି ୧୨ ଘଣ୍ଟା ବନ୍ଦ ରହିବ କଟକ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ କଟକ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପରେ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ବିଚ୍ ରାସ୍ତାରେ ପିଟିଲେ, ବିଜେଡିରୁ ତଡ଼ା ଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ପରେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ । ଯଦିଓ ବିଜେଡ଼ିରୁ

୧୩ରେ କଟକ ବନ୍ଦ

କଟକ: ଆସନ୍ତା ୧୩ ତାରିଖରେ କଟକ ବନ୍ଦ । ବନ୍ଦ ଡାକରା ଦେଲା କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ନଗର ବିଜେପି । ଏନେଇ ସୂଚନା ଦେଇଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବୁଡୁ ।

ରାଜ୍ୟ ସରକାରଙ୍କ ତୃତୀୟ ଲହର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେବି କରୋନା ସଂକ୍ରମଣ ହାର ଚିନ୍ତାଜନକ ରହିଛି । ଏପଟେ ପୁଣି ତୃତୀୟ ଲହର ଭୟ ବି ବଢିଛି ମାତ୍ର ଏଭଳି ସ୍ଥିତିରେ ରାଜ୍ୟ ସରକାର କରୋନା ମହାମାରୀର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବାରମ୍ବାର ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇ