Odia News Portal
Browsing Tag

bjp

ସୁସ୍ଥ ହେଉଛନ୍ତି ବିଷ୍ଣୁ ଏବଂ ପ୍ରଦୀପ୍ତ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପିର ଦୁଇ ବରିଷ୍ଟ ନେତା ବିଷ୍ଣୁ ସେଠୀ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଉଭୟ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେ ଧିରେ ସୁଧୁରିବାକୁ ଲାଗିଲାଣି । ପ୍ରଦୀପ୍ତ ନାଏକ ପ୍ରଥମେ

ବିଜେପିର ବିଜୁଳି ରାଜନୀତିକୁ ନେଇ ଚର୍ଚ୍ଚା, ଆପ୍ ଭୟ ନୁହେଁ ତ ?

ଭୁବନେଶ୍ୱର : ରାଜ୍ୟ ବିଜେପିର ବିଜୁଳି ରାଜନୀତି ଏବେ ଚର୍ଚ୍ଚାରେ । ବିଜୁଳି ଦର ବଢିବା ପରେ ଖାଉଟିମାନେ ଦୁଇ ଦୁଇ ଥର ବର୍ଦ୍ଧିତ ଦର ଦେଇ ସାରିଲେଣି । ତେବେ ଦର ବଢିବା ଠାରୁ ସେଭଳି ଶାଣିତ ସ୍ୱର ଉଠାଇନଥିବା ବିଜେପି ଏବେ ହଠାତ୍ ପ୍ରତିକ୍ରିୟାଶୀଳ ହେବାକୁ ଅନେକ ହଜମ କରିପାରୁ ନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଲାଗିଛି ନେତାଙ୍କ ଭିଡ଼ । ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବା ନେଇ ସୂଚନା ମିଳିଛି । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସ ଭବନରେ ନେତାଙ୍କ ଭିଡ଼ ଜମିଥିବା ଦେଖିବାକୁ

ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ପ୍ରେସମିଟ୍ ଜରିଆରେ ଏଭଳି କହିଛନ୍ତି । ସେ କହିଛନ୍ତି କି, କେନ୍ଦ୍ରୀୟ ଟିମ୍ ରିପୋର୍ଟ ଅନୁଯାୟୀ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା

ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍‌

ଭୁବନେଶ୍ୱର: ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍ ଚିହ୍ନଟ । ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ସଭାପତି

ମଣ୍ଡି ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମଣ୍ଡି ଓ ଟୋକେନ ସମସ୍ୟା ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ମଣ୍ଡି ଓ ଯୋଗାଣ ଅଫିସ ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି କର୍ମୀ । କଟକ ବାଲିକୁଦା ଗୋପାଳପୁର ଛକରେ

ବିଜେପି ବନାମ ବିଜେଡି ଭାୟା ଚାଷୀ

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମଣ୍ଡି ଓ ସିଏସଓ ଘେରାଉ କରିବ ବିଜେପି । ଆଜି ଓ ଆସନ୍ତାକାଲି ବିଜେପି ପକ୍ଷରୁ ଘେରାଉ କରାଯିବା ନେଇ ପୂର୍ବରୁ

ଜଗତସିଂହପୁର ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ହେଲେ ଜଗନ୍ନାଥ ବାରିକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ଜଗତସିଂହପୁରର ଯୁବମୋର୍ଚ୍ଚାର ଉପସଭାପତି ହୋଇଛନ୍ତି ଜଗନ୍ନାଥ ବାରିକ । ତାଙ୍କୁ ଏହି ପଦବୀ ଲାଗି ଚୟନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର‌୍ୟ୍ୟ, ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି

ଭର୍ଚ୍ଚୁଆଲରେ ଆରମ୍ଭ ହେଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ବିଜେଡି ତାର ଜିଲ୍ଲାସ୍ତରରେ ନେତାକୁ ପର୍ଯବେକ୍ଷକ ଭାବେ ନିଯୁକ୍ତ କରିସାରିଛି । ଏହାରି ଭିତରେ ବିଜେପି ସଜବାଜ ହୋଇଛି । ଭଚ୍ଚୁଆଲ ମାଧ୍ୟମରେ ଆଜି କାର୍ଯ୍ୟକାରିଣୀ ବୈଠକ କରିଛି । ଭୁବନେଶ୍ୱର ପାର୍ଟି ଅଫିସରୁ ଆରମ୍ଭ ହୋଇଛି ବୈଠକ

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ