Odia News Portal
Browsing Tag

BMC Commissioner Prem Chand Chaudhary

ସମସ୍ତ ବୁକିଂ କ୍ୟାନସଲ କରିବନି ବିଏମସି

ଭୁବନେଶ୍ୱର : ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ  ପ୍ରଥମ ଫେଜ୍‌ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟୀକା ଦିଆଯାଇ ନଥିବା ସୂଚନା ମିଳିଛି । …

ବିନା ରେଜିଷ୍ଟ୍ରେସନରେ ନେଇ ପାରିବେନି ୩ୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି…

ବିଏମସି କମିଶନର ନେଲେ କରୋନା ଟିକା

ଭୁବନେଶ୍ୱର: କରୋନା ଗ୍ରହଣ କଲେ ବିଏମସି କମିଶନର । କ୍ୟାପିଟାଲ ହସ୍ପିଟାଲରେ ଆଜି କରୋନା ଟିକା ଗ୍ରହଣ କରିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ଟିକା ନେବା ପରେ ସେ ଅଧଘଣ୍ଟା ଅବଜରଭେସନରେ ରହିଥିଲେ । ତେବେ ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ । …

ରାଜଧାନୀରେ ବ୍ରିଟେନ ଫେରନ୍ତା,ବିମାନ ବନ୍ଦରରେ ବିଏମସିର କୋଭିଡ୍ ଟେଷ୍ଟ ବ୍ୟବସ୍ଥା

ଭୁବନେଶ୍ୱରରୁ ଚିହ୍ନଟ ହେଲେ ବ୍ରିଟେନ ଫେରନ୍ତା | ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି,ତାଙ୍କ ପରିବାର ସଦସ୍ୟ ଓ ତାଙ୍କ…