Odia News Portal
Browsing Tag

booster dose

ବୁଷ୍ଟର ଡୋଜ ଜରୁରୀ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କମୁଥିବାରୁ ଲୋକେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ତେଣୁ ବୁଷ୍ଟର ଡୋଜ୍ ନେବାକୁ…

କଟକରେ ବୁଷ୍ଟର୍‌ ଡୋଜ୍‌ ଆରମ୍ଭ , ୭ଟି ଘରୋଇ ଡାକ୍ତରଖାନାରେ ନେଇପାରିବେ ଟିକା

ଆଜିଠୁ କଟକରେ ଲୋକେ କରୋନାର ବୁଷ୍ଟର୍‌ ଡୋଜ୍‌ ନେଇପାରିବେ । ତେବେ ସରକାରୀ ଡାକ୍ତରଖାନାରେ ଏହା ଉପଲବ୍ଧ ହେବ ନାହିଁ । ଘରୋଇ ଡାକ୍ତରଖାନାକୁ ଯାଇ ଲୋକେ ଟିକାର ବୁଷ୍ଟର୍‌ ଡୋଜ୍‌ ଗ୍ରହଣ କରିପାରିବେ । ଏ ନେଇ ୭ଟି ଘରୋଇ ଡାକ୍ତରଖାନାକୁ ଅନୁମତି ଦିଆଯାଇଛି । ୧୮ବର୍ଷରୁ ଉଦ୍ଧ୍ୱର୍ ଯେ କୌଣସି…

ଆଜିଠାରୁ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ବୁଷ୍ଟର ଡୋଜ୍

ଆଜି ଠାରୁ ଦେଶରେ ୧୮ ବର୍ଷରୁ ସମସ୍ତ ବ୍ୟକ୍ତିଙ୍କୁ ପ୍ରିକସନ ବା ବୁଷ୍ଟର ଡୋଜ୍ ମିଳିବ | ଶୁକ୍ରବାର କେନ୍ଦ୍ର ସରକାର ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତରେ କରୋନାର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହା ପୂର୍ବରୁ…

୧୭ ଲକ୍ଷରୁ ଅଧିକ ଲୋକ ନେବେ ବୁଷ୍ଟର ଡୋଜ୍

ସମସ୍ତ ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକା କରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଉଛି ଏହି ପ୍ରିକସନ ଟୀକା । ଓଡିଶାରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ…