୨୦୨୬ରୁ ସିବିଏସ୍ଇ ଦଶମରେ ୨ଟି ବୋର୍ଡ ପରୀକ୍ଷା: ମୁଖ୍ୟ ପରୀକ୍ଷା ବାଧ୍ୟତାମୂଳକ, ସର୍ବାଧିକ ୩ଟି ବିଷୟରେ ଦେଇ ହେବ…
ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ପ୍ରଥମଟି ହେବ ମେନ୍ ପରୀକ୍ଷା ଓ ଦ୍ବିତୀୟଟି ଇମ୍ପ୍ରୁଭ୍ମେଣ୍ଟ (ଇଚ୍ଛାଧୀନ)। ବୋର୍ଡ ପରୀକ୍ଷାର ବୋଝ ଲାଘବ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଇ…
