Odia News Portal
Browsing Tag

Cbse

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଗତ ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା। ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ…

ସିବିଏସ୍‌ଇ ଦଶମ ପରୀକ୍ଷାରେ ଓଡିଆ ଝିଅ କୃତିତ୍ୱ

ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ବ । ମୋଟ୍ ୫୦୦ରୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ଅମ୍ରିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁରେ । ଅମ୍ରିତାଙ୍କ ବାପା ଅମୀୟ କୁମାର ବେହୁରା ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ…

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ…

CBSE, ICSE ମୂଲ୍ୟାୟନ ନିଷ୍ପତି କାଏମ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପନ୍ଧତିକୁ ସୁପ୍ରିମକୋର୍ଟଙ୍କ କାଏମ । ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ନିଷ୍ପତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ରେକଡ

ଭୁବନେଶ୍ୱର()   ସହରାଞ୍ଚଳ ଛାତ୍ର ଛାତ୍ରୀଙ୍କ ଠାରୁ ଗ୍ରାମାଞ୍ଚଳର ଛାତ୍ରୀ କିଛି କମ ନୁହନ୍ତି । ସେମାନେ ବି ସହରର ଚାକଚକ୍ୟ ପରିବେଶରେ ପାଠ ପଢୁଥିବା ପିଲାଙ୍କୁ ପଛରେ ପକାଇ ଦେଇ ପାରିବେ । ଏଥିପାଇଁ ଦରକାର ଉତ୍ତମ ପରିବେଶ । ପାଠ ପଢା ଲାଗି ଉତ୍ତମ ପରିବେଶ ଆଉ ସଠିକ ଗାଇଡାନ୍ସ ମିଳିଲେ…

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ() ପ୍ରକାଶ   ପାଇଲା   ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ।  cbseresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଟ୍ୱିଟ ଯୋଗେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ସେ…

ଏହି ୱେବସାଇଟକୁ ଲଗଇନ କରି ଜାଣିପାରିବେ CBSE ଦଶମ ରେଜଲ୍ଟ

ଭୁବନେଶ୍ୱର () ଆଜି ପ୍ରକାଶ ପାଇବ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ  ସୂଚନା ଦେଇଛନ୍ତି । ସିବିଏସଇ ୱେବସାଇଟ (www.cbseresults.nic.in)କୁ ଲଗଇନ କରି ଛାତ୍ରଛାତ୍ରୀମାନେ…

କାଲି  ସିବିଏସଇ ଦଶମ ରେଜଲ୍ଟ

ଭୁବନେଶ୍ୱର()  ଆସନ୍ତାକାଲି  ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।  ଗତକାଲି କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ  ପ୍ରକାଶ ପାଇଥିଲା । ପ୍ରକାଶଯେ, ଚଳିତ ବର୍ଷ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର()  କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । cbseresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ । ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରକାଶଯେ, ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଭିତରେ ସିବିଏସଇର…