Odia News Portal
Browsing Tag

chhatishgarh

ଛତିଶଗଡ କୋଇଲା ଟିକସ ଦୁର୍ନୀତି; ୧୪ ସ୍ଥାନରେ ‘ଇଡି’ ଚଢଉ

କୋଇଲା ଟିକସ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଛତିଶଗଡ଼ର ୧୪ଟି ସ୍ଥାନରେ ଚଢ଼ଉ କରି ତଲାସ ଆରମ୍ଭ କରିଛି। ବିଶେସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଚଢ଼ଉ କରାଯାଇଥିବା ସମସ୍ତ ସ୍ଥାନ ହେଉଛି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ଘନିଷ୍ଠତା ଥିବା ବିଧାୟକ ଓ…

ମାଓବାଦୀଙ୍କ ବର୍ବରକାଣ୍ଡ

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ବାହିନୀ। ଏରାବର ନିକଟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଗଳାକାଟି…

ମୂର୍ତ୍ତି ବିସର୍ଜନ ବେଳେ ଚଢ଼ିଗଲା କାର

ରାୟପୁର: ଅଘଟଣ । ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବାବେଳେ ଦୁର୍ଘଟଣା । ଛତିଶଗଡ଼ ଯଶପୁରରେ ଘଟିଛି ଏଭଳି ଅଘଟଣା । ଦ୍ରୃତଗତିରେ ଆସୁଥିବା ଏକ କାର ଚଢ଼ିଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପୂରା ଅଞ୍ଚଳରେ…

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ପୁରା ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତେ କୃଷକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଲଖନଉ ଗସ୍ତକୁ…