Odia News Portal
Browsing Tag

congress

କଂଗ୍ରେସର ବନ୍ଦ ଡାକରାକୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କଟକ: ଓଡ଼ିଶା ବନ୍ଦ ପାଳନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନି । ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ସାଧାରଣ…

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର : ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି । ଏ ନେଇ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି। ଗତକାଲି କଂଗ୍ରେସର…

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡମାଡ଼

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡୁଳୀରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ…

ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବି, ଜାଣନ୍ତୁ କାହିଁକି ଏମିତି କହିଲେ ନରସିଂହ

ବଲାଙ୍ଗୀର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି କି ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବ । ଆଜି ଝରଣୀ ଗାଁକୁ ଯାଇ ମମିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ମମିତାଙ୍କ ମାଆ ମୋତେ ଲଢିବା ପାଇଁ…

ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: ଆସନ୍ତା କାଲି ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା…

ଖାଲି ହୋଇଯିବ କି କଂଗ୍ରେସ ଭାଡି ?

ଭୁବନେଶ୍ୱର : କଂଗ୍ରେସର ଏବେ ଭାଡି ଖାଲି ହୋଇଯିବା ଅବସ୍ଥା । ଜଣକ ପରେ ଜଣେ ପୂର୍ବତନ ବିଧାୟକ ଓ ସାଂସଦ ଯେଭଳି ଦଳ ଛାଡୁଛନ୍ତି ସେହି ଧାରା ଜାରି ରହିଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ଧରିବାକୁ ହାତଗଣତି କେତେଜଣଙ୍କୁ ବାଦ୍‍ ଦେଲେ ଆଉ କେହି ମିଳିବେ ନାହିଁ । ତେବେ ସର୍ବଦା…

ପ୍ରଦୀପ ମାଝୀଙ୍କ ଇସ୍ତଫାକୁ ନେଇ ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ଜାଣନ୍ତୁ କାହିଁକି ଇସ୍ତଫା ଦେଲେ

ଭୁବନେଶ୍ୱର: ଦୀର୍ଘଦିନ ହେବ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ଶେଷରେ ତାହା ସତ ହୋଇଛି । କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ ଶେଷରେ ଦଳ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ଦଳରୁ ଇସ୍ତଫା ଦେବେ ବୋଲି ବେଶ୍…

ରାହୁଲ ପୁଣି ଥରେ ଅଧ୍ୟକ୍ଷ ହେବାକୁ ସିଡବ୍ଲୁସି ବୈଠକରେ ଉଠିଲା ଦାବି

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ଅଧ୍ୟକ୍ଷ କରିବାକୁ ଦଳର ନେତା ଓ କର୍ମୀମାନେ ଦାବି କରିଛନ୍ତି । କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ଦାବି କରାଯାଇଛି । ହେଲେ ଏହାକୁ ନେଇ ରାହୁଲ କହିଛନ୍ତି ସେ ଏହା ଉପରେ ବିଚାର କରିବେ । ରାହୁଲ ଆହୁରି ମଧ୍ୟ କହିଛନ୍ତି କେତେଜଣ ନେତା…

ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା…