Odia News Portal
Browsing Tag

congress

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ…

କେବେ କମିବ କଂଗ୍ରେସ କଳି?

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି କଂଗ୍ରେସ । ବିଜେପି ଏବଂ ବିଜେଡ଼ି ଲଢ଼େଇରେ ପଛରେ ପଡିଛି କଂଗ୍ରେସ । ଉପନର୍ବିାଚନ ହେଉ ବା ନିର୍ବାଚନ ସବୁବେଳେ ମାଟି କାମୁଡ଼ି ପଡୁଛି କଂଗ୍ରେସ । ତେବେ ଦଳ ବିରୋଧୀଙ୍କ ସହ କମ ଲଢ଼ୁଛି ଆଉ ନିଜ ଦଳୀୟ କର୍ମୀଙ୍କ ସହ ଅଧିକ ଲଢ଼ୁଥିବା ଦେଖିବାକୁ…

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ଏମିତି କହିଲେ ନିରଞ୍ଜନ

ଭୁବନେଶ୍ୱର: କମୁନି କଂଗ୍ରେସ କଳି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଯିବା ନେଇ ଲାଗି ରହିଛି କନ୍ଦଳ । କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିବା ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ତେବେ ଏହାରି ଭିତରେ ମୁହଁ ଖେଳିଛନ୍ତି ପିସିସି ସଭାପତି…

ପୁଣି କଂଗ୍ରେସରେ କଳି

ଭୁବନେଶ୍ୱର: ପୁଣିଥରେ କଂଗ୍ରେସ ଭବନରେ କଳି । ନିରଞ୍ଜନ ହଟାଓ ନାରା ଦେଇଛନ୍ତି ତୃଣମୂଳ ସ୍ତରର କର୍ମୀ । ପିପିଲି ଉପନର୍ବାଚନରେ କଂଗ୍ରେସର ଶୋଚନୀୟ ଫଳାଫଳ ଲାଗି ନିରଞ୍ଜନ ଦାୟୀ ବୋଲି ଦାବି ଜଣାଇଛନ୍ତି କର୍ମୀ । ତେବେ ଦୀର୍ଘଦିନ ହେବ କଂଗ୍ରେସରେ ନିରଞ୍ଜନ ହଟାଓ ନାରା ଦିଆଯାଉଛି । ଦଳର କିଛି…

କାହିଁକି ଇସ୍ତଫା ଦେଲେ କାରଣ କହିଲେ ସିଦ୍ଧୁ

ସ୍ତଫା ପରେ ମୁହଁ ଖୋଲିଛନ୍ତି ନବଜୋତ ସିଂ ସିଦ୍ଧୁ । ଆଜି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଟ୍ବିଟ କରିଥିବା ଭିଡିଓରେ ସେ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମୁଁ ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି । ମୁଁ ଏହା ଉପରେ କଦାପି ଆପୋଷ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ…

କଂଗ୍ରେସରେ ମିଶିବେ କହ୍ନେୟା କୁମାର ଓ ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ଵାଧିନ ବିଧାୟକ ଜିଗ୍ନେଶ ମେୱାନି ୨୮ ନଭେମ୍ବରରେ କଂଗ୍ରେସରେ ସାମିଲ ହେବେ। ପୂର୍ବରୁ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ…

ରାହୁଲଙ୍କୁ ଭେଟିଲେ ସଚିନ୍

ନୂଆଦିଲ୍ଲୀ: କମିବାର ନାଁ ଧରୁନି କଂଗ୍ରେସ କଳି । ଛିଡୁନି କଂଗ୍ରେସର ଦଳୀୟ କନ୍ଦଳ । ପଞ୍ଜାବ,ଛତିଶଗଡ, ଏବେ ରାଜସ୍ଥାନରେ ଆରମ୍ଭ ହେଲାଣି କଂଗ୍ରେସ ଶିବିରରେ କନ୍ଦଳ । ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ରାଜସ୍ଥାନର…

ଆସନ୍ତା ୨୭ରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ : ଆସନ୍ତା ୨୭ରେ ଭାରତ ବନ୍ଦ ନେଇ କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ହୋଇଛି । ଏଥିରେ ବିଭିନ୍ନ ବାମପନ୍ଥୀ ଦଳ ସାମିଲ ହୋଇଥିଲେ । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ୨୭ରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ…