Odia News Portal
Browsing Tag

Covid

ଦୀପାବଳିରେ ଫୁଟିବନି ବାଣ

ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ ।…

ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬…

ଆଶ୍ରମ-୩ ସୁଟିଂ ବେଳେ ହଙ୍ଗାମା

ୱେବ୍ ସିରିଜ୍ ଆଶ୍ରମ -୩ର ସୁଟିଂ ସମୟରେ ହଙ୍ଗାମା । ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ୩’ ହିନ୍ଦୀ ୱେବ ସିରିଜର ସୁଟିଂ ଚାଲିଥିଲା ବେଳେ ହଙ୍ଗାମା କରିଛନ୍ତି ବଜରଙ୍ଗ ଦଳ କର୍ମୀ । ଏହି ସମୟରେ ବଜରଙ୍ଗ ଦଳର କର୍ମୀ ପ୍ରକାଶ ଝାଙ୍କ ଉପରେ କାଳି ମାଡ କରିଛନ୍ତି । ଏଥିସହ ସୁଟିଂ ସ୍ଥଳରେ…

ଆଜିଠୁ ଖୋଲିବ ଅଷ୍ଟମ ଶ୍ରେଣୀ

ଆଜିଠୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠ ପଢା ଆରମ୍ଭ ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଧବଳେଶ୍ୱର ପୀଠରେ କୋଭିଡ କଟକଣା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି ।…

ଅକ୍ଟୋବର 18 ରୁ ସମସ୍ତ ଘରୋଇ ଉଡାଣ କ୍ଷମତା ପ୍ରତିବନ୍ଧକ ଉଠାଇବ ଭାରତ

ଅକ୍ଟୋବର 18 ରୁ ଘରୋଇ କ୍ଷେତ୍ର ଉପରେ ପୂର୍ଣ୍ଣ ପ୍ରି-କୋଭିଡ ଉଡ଼ାଣ କ୍ଷମତା ନିୟୋଜିତ କରିବାକୁ କେନ୍ଦ୍ର ମଙ୍ଗଳବାର ଦିନ ଏୟାରଲାଇନ୍ସକୁ ଅନୁମତି ଦେଇଛି। ଏହି କ୍ଷମତା 85 ପ୍ରତିଶତରୁ 100 ପ୍ରତିଶତକୁ ବୃଦ୍ଧି ପାଇବ, ଯାହାକି ସେପ୍ଟେମ୍ବର 18, 2021 ରେ ସିଭିଲ୍ ବିମାନ ଚଳାଚଳ…

ଖଜୁରୀର ଉପକାରିତା

ଶରୀର ପାଇଁ ଖଜୁରି ବେଶ୍ ଲାଭଦାୟକ । ଏଥିରେ ଫାଇବର, କ୍ୟାଲସିୟମ, ପୋଟାସିୟମ୍, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି । ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମଥାଏ ସେମାନେ ଖଜୁରି କୋଳି ଖାଇବା…

କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅପିଲ କଲେ ଡିଏମଇଟି

ପାର୍ବଣ ସମୟରେ କରୋନା ନିୟମକୁ ସଠିକ ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କତା । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେଇ ପାର୍ବଣ ପାଳନ କରିବା ତାହା ଆମ ଉପରେ ନିର୍ଭର କରେ ବୋଲି କହିଛନ୍ତି ଡ଼ିଏମଇଟି । ଗତକାଲି ହାଟ ଓ ବଜାରଗୁଡ଼ିକରୁ ଯାହା ଚିତ୍ର ଆସିଛି, ତାହା ଅନୁଶୀଳନ କରିବାର…

ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ

ପବିତ୍ର ଦିନରେ ବଡ଼ ଅଘଟଣ, ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ । ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ଦୁଆର ବନ୍ଧ ସବୁ କ୍ଷତି ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ…

ରାଜଧାନୀରେ କରୋନା ସଂକ୍ରମଣକୁ ନେଇ ଏମିିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ଯେଉଁ ଜାଗାରେ କୋରୋନା ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜଧାନୀର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ରାଜ୍ୟରେ ୭ ଦିନ ହେଲା କୋରୋନା ସଂକ୍ରମଣ ଉପର…