Odia News Portal
Browsing Tag

Covid

ସୁପରଷ୍ଟାର କମଲ ହାସନଙ୍କୁ କରୋନା

ଚେନ୍ନାଇ: ସୁପରିଚିତ ଅଭିନେତା ତଥା ରାଜନେତା କମଲ ହାସନଙ୍କୁ କରୋନା । କମଲ କରୋନା ସଂକ୍ରମିତ ହେବା ସହ ସେ ହୋମ ଆଇସୋଲେସନରେ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ସେ ଏହା ପୂର୍ବରୁ ୟୁଏସ ଗସ୍ତରେ ଥିଲେ । ଆଉ ସେଠାରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ତାଙ୍କ ଟ୍ବିଟର…

ମମିତା ମେହେର ହତ୍ୟା ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣୀ

ଆଜି ହାଇକୋର୍ଟରେ ହେବ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ମମିତା ମେହେରଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି ହେବ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଂଟି ମେହେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମିତାଙ୍କ ବାପା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ…

ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା…

ଜାଣନ୍ତୁ ମହାମାରୀ ସମୟରେ ପିଲାମାନଙ୍କର ମାନସିକ ସ୍ଥିତି ସମ୍ପର୍କିତ ସର୍ଭେ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ ଦ୍ୱାରା ଶିଶୁମାନେ କମ ମାତ୍ରାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ କରୋନା ମହାମାରୀ ଶିଶୁଙ୍କୁ ଶାରୀରିକ ତଥା ମାନସିକ ଭାବେ ପ୍ରଭାବିତ କରିଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ସହ କରୋନା ଯୋଗୁ ଅନେକ ଦିନ ଧରି ସେମାନେ ଘରେ ବନ୍ଦୀ ହୋଇ ରହିବା କାରଣରୁ…

ଏଥର ହେବନି ଐତିହାସିକ ବାଲିଯାତ୍ରା

ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା। …

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଏବେ ଅନ୍ୟ କିଛି ଦେଶରେ ସଂକ୍ରମଣ ବଢୁଛି । ତେଣୁ ସଚେତନ ରହିବାକୁ ପଡିବ । ବିପଦ ସୃଷ୍ଟିହେବା ଭଳି ପରିସ୍ଥିତି…

ଖୋଜି ଖୋଜି ଟିକା ଦେବେ ସ୍ୱାସ୍ଥ୍ୟକର୍ମୀ

ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ। ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କମୀ। ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ। ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି। ଦେଶରେ ୧୧କୋଟି ଓ…

ଏ ବର୍ଷ ହେବନି ବାଲିଯାତ୍ରା

ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ…

କୋଭାକ୍ସିନ ଟୀକାକୁ ଆଜି ମିଳିପାରେ ଅନୁମୋଦନ

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ…

ନଡିଆ ପାଣିର ଉପକାରିତା

ଯଦି ଆପଣ ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପାଟି ଘା’ ହୋଇଥାଏ। ଖାଦ୍ୟରେ ପୁଷ୍ଟିସାର ଅଭାବ ହେଲେ ଏହି ସମସ୍ୟା ଅଧିକ ହୋଇଥାଏ। ଯେତେବେଳେ ଆପଣ କାମ ଚାପରେ ଥାଆନ୍ତି ବା ଅଧିକ ଧୂମପାନ କରନ୍ତି ସେତେବେଳେ ମଧ୍ୟ ଏହିଭଳି ସମସ୍ୟା ଦେଖାଦିଏ। ପାଟି ଘା’ କଷ୍ଟଦାୟକ ହେବା ସହ ବାରମ୍ବାର…