Odia News Portal
Browsing Tag

Cp

ଜଗିଲା ବାଲା ହିଁ ଚୋର

କଟକ () କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା…

ଡିଏନଏରୁ ସ୍ପଷ୍ଟ ହେଲା ସୀମାଞ୍ଚଳ ମୃତ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଡିଏନଏ ରିପୋର୍ଟ ଅନୁସାରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ ହୋଇଛି । ଏନେଇ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…

କମିଶନରଙ୍କ ଦାଦା ସାବାଡ ଅଭିଯାନକୁ ସବୁ ମହଲରୁ ପ୍ରଶଂସା

ଭୁବନେଶ୍ୱର()  ଟ୍ୱିନ ସିଟି ପୁଲିସ୍‍ କମିଶନରଙ୍କ ନାଲିଆଖି ପରେ ଏବେ ବଟି ଆଦାୟ କରୁଥିବା ଦାଦାଙ୍କ ଉପରେ ଭାରି ପଡିବା ଆରମ୍ଭ କରି କମିଶନରେଟ ପୁଲିସ୍‍ । ଆଜିଠାରୁ ଉଭୟ ସହରରେ ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ । ସବୁ ସ୍ତରରୁ ଏହାକୁ ପ୍ରଶଂସା କରାଯାଉଥିବାବେଳେ ଅନୁରୂପ ଷ୍ଟାଇଲରେ…

ଟ୍ୱିନସିଟିକୁ ଦାଦାବଟି ମୁକ୍ତ ସହର କରିବା ଆମର ଲକ୍ଷ୍ୟ

ଭୁବନେଶ୍ୱର() କମିସନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ ଦାଦା ବଟିକୁ ନା’ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, ‘ ଦାଦାବଟିକୁ ଟ୍ୱିନସିଟିରେ କଦାପି ପ୍ରଶୟ ଦିଆଯିବ ନାହିଁ । ଦାଦାବଟି ବିରୋଧରେ ହେଲପ ଲାଇନ…

ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ

ଭୁବନେଶ୍ୱର() ଅନଲାଇନ୍ ଠକେଇ ମାମଲା ଧିରେ ଧିରେ ବଢିବାରେ ଲାଗିଛି । । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି । ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟ କରି ଟଙ୍କା ମାଗୁଛନ୍ତି ଦୁବୃର୍ତ୍ତ । ପୂର୍ବରୁ ଗୁଇନ୍ଦା…

ମର୍ଡର ପାଇଁ ୫୦ ହଜାର

ଭୁବନେଶ୍ୱର() ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ହତ୍ୟା ପାଇଁ ୫୦ ହଜାର ଟଙ୍କା ଡିଲ୍ ହୋଇଥିଲା…

ମାଂସ ଖଣ୍ଡର ହେବ DNA ଟେଷ୍ଟ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଥିବାବେଳେ  ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।…

ପେଟ୍ରୋଲ ପମ୍ପ ରାସ୍ତାରେ ଯାତାୟତ କଟକଣା

ଭୁବନେଶ୍ୱର() ରାଜଭବନ ପାଖ ପେଟ୍ରୋଲ ପମ୍ପ ରାସ୍ତାରେ ଯାତାୟତ କରିବା ପାଇଁ କଟକଣା ଲାଗିଛି । ସୁରକ୍ଷା କାରଣରୁ କଟକଣା ଜାରି କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ‘ସ୍ଥାନ ସୁରକ୍ଷିତ ଘୋଷଣା ନହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଅପରାହ୍ନ ୨ଟା ସୁଦ୍ଧା…

ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ନିଆଁ ଲାଗିବା ଘଟଣା ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ  କହିଛନ୍ତି ଯେ,  ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି ।  ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି…

ସଂକ୍ରମଣ ରୋକିବା ପାଇଁ ବ୍ୟବସାୟୀ ସଂଘ ସହ ଆଲୋଚନା

ଭୁବନେଶ୍ୱର() କରୋନା ସଂକ୍ରମଣ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ସମସ୍ତ ବ୍ୟବସାୟୀ ସଂଘ ସହ ଆଜି କମିଶନରେଟ ପୋଲିସର ଆଲୋଚନା ହୋଇଛି । ଆଲୋଚନା ପରେ ବଜାରରେ କମିଟି ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ରହିବେ ବୋଲି କୁହାଯାଇଛି । ଏହା ସହ କମିଟିର…