Odia News Portal
Browsing Tag

cricketer

କଣ କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି

ଆସନ୍ତା ମାସରେ ଏସିଆ କପ୍ ଆୟୋଜନ ପାଇଁ ଏକ ବୈଠକ ହେବାକୁ ଯାଉଛି, ତା’ପରେ ଏସିଆ କପ୍ କେଉଁଠି ଆୟୋଜନ ହେବ ତାହା ଜଣାପଡ଼ିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଥିବା ବେଳେ ବିସିସିଆଇ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ।…

କ୍ରିକେଟର ହରଭଜନ ସିଂଙ୍କ ସହ ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଆପ୍

ପଞ୍ଜାବରୁ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ଲଭଲି ପ୍ରଫେସନାଲ ୟୁନିଭରସିଟି (ଏଲପିୟୁ)ର କୁଳପତି ଅଶୋକ ମିତ୍ତଲ, ଦଳର ପଞ୍ଜାବ ସହପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ରାଘବ ଚଢା, ସଞ୍ଜୀବ…

ଇଞ୍ଜାମମ୍ ଡାକ୍ତରଖାନାରେ ଭର୍ତ୍ତୀ

ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍ ସୋମବାର ହୃଦ୍‌ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍‌ପିଟାଲ୍‌ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି। ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋର ସୂଚନା…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ବିନ୍ନି

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ଷ୍ଟ୍ରୁଆର୍ଟ ବିନ୍ନି ଆନ୍ତର୍ଜାତୀୟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇଛନ୍ତି । ସେ ଆଜି ନିଜର ଅବସର ଘୋଷଣା କରିଛନ୍ତି । ବିନ୍ନି ୬ଟି ଟେଷ୍ଟ, ୧୪ଟି ଦିନିକିଆ ଏବଂ ୩ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେପଟେ ୭୯ଟି ପ୍ରଥମ ଶ୍ରେଣୀ…

ଦ୍ୱିତୀୟ ସନ୍ତାନର ପିତା ହେଲେ ଭଜି

ଅମୃତସର: ଭାରତୀୟ ଦଳର ସ୍ପିନର ହରଭଜନ ସିଂ ଦ୍ୱିତୀୟ ସନ୍ତାର ପିତା ହୋଇଛନ୍ତି । ଆଜି ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ଭଜିଙ୍କ ପତ୍ନୀ ଅଭିନେତ୍ରୀ ଗୀତା ବାସ୍ରା ଏବଂ ତାଙ୍କ ନବଜାତ ପୁତ୍ର ସୁସ୍ଥ ରହିଛନ୍ତି । ପୂର୍ବରୁ ଭଜିଙ୍କ ଏକ ଝିଅ ଥିବା ବେଳେ ଆଜି ଏକ ପୁତ୍ର ସନ୍ତାନ ହୋଇଛି…

ଆଜି ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ

ରାଞ୍ଚି: ଆଜି ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ବିଶ୍ୱ କ୍ରିକେଟରେ ସେ ଜଣେ ପରିଚିତ ଚେହେରା । ତେବେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଜି ହେଉଛି ୪୦ତମ ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ତାଙ୍କ…