Odia News Portal
Browsing Tag

crime news odisha

ରାଜନଗରରେ ଲଜ୍ୟା  : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଲା…

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଞ୍ଚଲ୍ୟ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତ ରାଖୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ସଂପର୍କୀୟ ପିଉସା ଥଣ୍ଡା ପିଆଇବା…

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶା‌ରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ…

କେନ୍ଦ୍ରାପଡ଼ାର ଛାତ୍ରୀ ଆତ୍ମଦାହ ଘଟଣା ; ନିଜେ ତଦନ୍ତ କରିବେ କେନ୍ଦ୍ରାପଡ଼ା ଏସ୍‌ପି

କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣାରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା । କହିଲେ , ମୁଁ ନିଜେ କରିବି ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଆସୁଛନ୍ତି , ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ ।  ମୁଁ ତାଙ୍କ ବାପା ମାଆଙ୍କ ସହ କଥା ହୋଇଛି । ଘଟଣା ଘଟିବା ପରେ କବାଟ…

ଗାଁରେ ପହଞ୍ଚିଲା ମୃତଦେହ: ବଳଙ୍ଗା ପୀଡ଼ିତାଙ୍କ ଶେଷଯାତ୍ରା

ରବିବାର ସକାଳେ ନୂଆଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମରଶରୀର ଭୁବନେଶ୍ବର ଆଣିବା ଲାଗି ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ରାତି ପ୍ରାୟ ୯ଟା ସମୟରେ ମୃତଦେହ…

ଆଜି ପୁଣି ବିମାନମନ୍ଦରରୁ ମିଳିଲା ୮ କୋଟିର ମାରିଜୁଆନା: ୨ଦିନ ତଳେ ୩୦ କେଜି ମିଳିଥିଲା

ଆଜି ଭୁବନେଶ୍ବର ବିମାନବନ୍ଦରରେ ଥାଇଲାଣ୍ଡ୍‌ରୁ ବିମାନ ପହଞ୍ଚିବା ପୂର୍ବରୁ ଖବର ପାଇ ଡିଆର୍‌ଆଇ ଟିମ୍‌ ପ୍ରସ୍ତୁତ ରହିଥିଲା। ବ୍ୟାଗ୍‌ ସଂଗ୍ରହ କରିବା ସମୟରେ ଗୁଜୁରାଟର ଏହି ଯୁବକଙ୍କୁ ଅଟକାଇ ଥିଲା। ତାଙ୍କୁ ଯାଞ୍ଚ କରିବା ପରେ ବିସ୍କୁଟ୍‌ ପ୍ୟାକେଟ୍‌ରେ ହାଇଡ୍ରୋପୋନିକ୍‌ ୱିଡ୍‌…

ସତ କହୁଛି କିଏ ? ଇଞ୍ଜିନିୟର ସ୍ତ୍ରୀ ନା ଓଏଏସ୍‌ ସ୍ୱାମୀ, ଅର୍ଚ୍ଚନାଙ୍କ ବିରୋଧରେ ସାର୍ଥକଙ୍କ ପାଲଟା ଅଭିଯୋଗ

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMAରେ ଡିଜିଏମ୍‌ ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ତାଙ୍କ ପତ୍ନୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ଦାଶ ବୁଧବାର…

କର୍ମଜୀବୀ ମହିଳାଙ୍କୁ ହାତମୁହଁ ବାନ୍ଧି ଗଣଦୁଷ୍କର୍ମ

ଯାଜପୁରରେ ଲଜ୍ଜା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଦୁଷ୍ମର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା ସହ ଭୟଭୀତ ହୋଇ ଘଟଣା ପ୍ରକାଶ କରିବାକୁ ସକ୍ଷମ ହୋଇନଥିଲେ । ତେବେ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ

ରାଜଧାନୀରେ  ନାବାଳିକାକୁ ଦୁଷ୍କର୍ମ

ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର କରାଯାଇଛି । ଏନେଇ ଲିଙ୍ଗରାଜ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ୭ ବର୍ଷୀୟ

ସ୍ୱାମୀକୁ ମାରି ଘରେ ପୋତିଦେଲା ସ୍ତ୍ରୀ

ସ୍ୱାମୀକୁ ମାରି ଘରେ ପୋତିଦେଲା ପତ୍ନୀ । ଏଭଳି ଏକ ଅଭିଯୋଗକୁ ନେଇ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗ ପରେ ଓଡ଼ଗାଁ ପୋଲିସ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଛି। ନୟାଗଡ଼ ଓଡ଼ଗାଁ କୋମଣ୍ଡ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ,

କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ପ୍ରାଚୀନ ହାତୀ ମୂର୍ତ୍ତି।

ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ବଳଭଦ୍ରପୁର ଗ୍ରାମରୁ ମିଳିଛି ଏକ ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍‌ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ପୁରାତନ ହାତୀ ମୂର୍ତ୍ତିକୁ ସନ୍ଧାନ