Odia News Portal
Browsing Tag

crime news odisha

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ

ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର…

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର…

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା ।…

ଜେରା ହେବେ ସୋନାଲି

ଗତ ବର୍ଷ ଜାନୁଆରୀ ମାସ ୩୦ ତାରିଖରେ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଖବର ରାଜଧାନୀ ଭୁବନେଶ୍ୱରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ…

ନବଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇ

ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ ବା ବିହେବିଏରାଲ ୟୁନିଟ୍ । ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା…

ପନିକିରେ ହାଣି ମହିଳାଙ୍କୁ ହତ୍ୟା

ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ହେମନ୍ତପୁର ଗାଁ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ହେମନ୍ତପୁର ଗାଁ ରନଥା ଜେନାଙ୍କ ସ୍ତ୍ରୀ…

IPhone ପାଇଁ ଡେଲିଭରୀ ବଏଙ୍କୁ ହତ୍ୟା

କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ଆଇଫୋନ୍‌ ପାଇଁ ଏକ କମ୍ପାନୀର ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। କାହିଁକି ନା, ଯୁବକ ଜଣକ ଅନଲାଇନରେ ମଗାଇଥିବା ଆଇଫୋନର ପଇସା ଦେବାକୁ ଅସମର୍ଥ ଥିଲେ। ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ୨୦…

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ…

ଗୋପାଳ ମାନିଲା ସତ କାହିଁକି ମାରିଥିଲା ନବ ଙ୍କୁ

ନାର୍କୋ ଟେଷ୍ଟ ପରେ ନବ ଦାସ ଙ୍କ ହତ୍ୟା ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠିବାରେ ଲାଗିଛି । ଗୋପାଳ ଗୋଟି ଗୋଟି କରି ସତ କ୍ରାଇମ ବ୍ରାଞ୍ଚ ଆଗରେ କହିଛି । ଗୋପାଳ କାହିଁକି ରାଗି ଥିଲା ରାଗିବାର କାରଣ କଣ ଥିଲା । ସବୁ କଥା ସେ କ୍ରାଇମ ବ୍ରାଞ୍ଚ ଆଗରେ କହିଛି । ନାର୍କୋ ଟେଷ୍ଟ ଗୋପାଳ କୁ…

ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ

ପରକୀୟା ପ୍ରୀତିକୁ ନେଇ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ…