Odia News Portal
Browsing Tag

crime

ସମ୍ବଲପୁରରେ ନକଲି ନୋଟ୍ କାରବାର ଠାବ

ସମ୍ବଲପୁର: ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍ । ଗତ କିଛି ମାସ ହେବ ସମ୍ବଲପୁର ସହରରେ ନକଲି ନୋଟ୍ ପୁଲିସ୍ର ନିଦ ହଜେଇ ଦେଇଥିଲା । ୭ ଦିନ ତଳେ ଟାଉନ୍ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍ ମିଳିବା ଘଟଣାରେ ପୁଲିସ୍ ଖୋଳତାଡ଼ କରୁ କରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍କୁ

ଅଶ୍ଲୀଳ ଭିଡିଓ ଦେଖିଥିଲେ ଛାତ୍ର, ମାମଲା ରୁଜୁ ହେବ କହି ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ଚେନ୍ନାଇ: କରୋନା ଲାଗି ଛାତ୍ରଛାତ୍ର ମାନେ ଅନଲାଇନରେ ପାଠ ପଢ଼ୁଛନ୍ତି । ତେବେ ଅନେକ ଛାତ୍ରଛାତ୍ରୀ ମୋବାଇଲ ପାଇବା ପରେ ଅନେକ ଅଶ୍ଲୀଳ ସାଇଟ ଖୋଲୁଥିବା ଦେଖିବାକୁ ମିଳୁଛି । ତେବେ ସେମିତି ଜଣେ ଛାତ୍ର ଅଶ୍ଳୀଳ ଭିଡିଓ ଦେଖୁଥିବା ଜାଣିବା ପରେ ଦୁଇଜଣ ସାଇବର ଠକ ତାଙ୍କୁ ପୋଲିସ କହି ଭୟଭୀତ

ଯୁବକଙ୍କୁ ହାଣିଦେଲେ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) । ଗ୍ରାମ ଯୁବକଙ୍କ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପୁରୀ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଅଘଟଣ ।

ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ

ଭୁବନେଶ୍ୱର: ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ହୋଇଛି ଚଢ଼ାଉ । ତାଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଛି । ଏଯାବତ ମିଳିଥିବା ସୂଚନା ମୁତାବକ ୨ଟି ୨ମହଲା

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ବଢ଼ୁଛି ନିଶା କାରବାର । ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା । କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଛନ୍ତି ଅଭିଯୁକ୍ତତ । ତେବେ ୨୦୨୦ରୁ ଆଜି ସୁଦ୍ଧା ଏସଟିଏଫ ୩୫ କେଜି ବ୍ରାଉନସୁଗାର ଜବତ କରିଛି ।

ଶିଶୁ କନ୍ୟାକୁ ଦୁଷ୍କର୍ମ କରି ନାବାଳକ ଗିରଫ

ଯାଜପୁର: ଖିର ଛାଡ଼ି ନଥିବା ଶିଶୁ ସହ କୁକର୍ମ କରି ୧୫ ବର୍ଷର ନାବାଳକ ଗିରଫ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଘରେ ଶିଶୁଟିର ମା ନଥିବା ବେଳେ ନାବାଳକ ଜଣକ ଘରେ ପଶି ଛୋଟ ଛୁଆ ସହ ଖରାପ କାମ କରୁଥିଲା । ଝିଅଟି କାନ୍ଦିବାକୁ ମା ଦୌଡ଼ି ଆସି ଦେଖିଥିଲେ ।

ଟ୍ୟୁସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଅଭିଯୋଗ କଲେ ସ୍ତ୍ରୀ

ଜୟପୁର: ଶିକ୍ଷକଙ୍କ କଳାକାରନାମା । ଘରକୁ ଟ୍ୟୁସନ କରାଇବାକୁ ଡାକି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ । ଏକାଧିକ ଛାତ୍ରୀଙ୍କ ସହ ଏଭଳି କାର୍ଯ୍ୟ କରୁଥିବା କଥା ଜାଣିବା ପରେ ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରେମିକାକୁ ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପୁଣି ପ୍ରେମ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବେଇମାନ ପ୍ରେମିକ, ପ୍ରେମିକାଙ୍କୁ ଡାକିଦେଇ ଜୀଅନ୍ତା ଜାଳିଦେଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାତ୍ରପୁର ଗାଁରୁ ଆସିଛି ଏଭଳି ଖବର । ଶୁଭଶ୍ମିତା ଖାଡ଼ଙ୍ଗା ନାମକ ଜଣେ ଯୁବତୀଙ୍କୁ ସ୍ପିରିଟ୍ ପକାଇ

ମାଷ୍ଟର କ୍ୟାଣ୍ଟିନରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଭୁବନେଶ୍ୱର ଷ୍ଟେସନ ମାଷ୍ଟର କ୍ୟାଣ୍ଟିନ ନିକଟରେ ଘଟିଛି ଏଭଳି ଜଘନ୍ୟ ଅପରାଧ । ପୋଲିସ ଆଉଟ ପୋଷ୍ଟ ରହିଥିବା ବେଳେ କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ମାଷ୍ଟର କ୍ୟାଣ୍ଟିନ