ବୌଦ୍ଧ କମ୍ବିଂ ଅପରେସନରେ ପୋଲିସକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
କନ୍ଧମାଳ: ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ । ନିକଟରେ ବୌଦ୍ଧ ଜିଲ୍ଲା ଗୋଛାପଡ଼ା ନିକଟରେ ହୋଇଥିଲା ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ତେବେ ଏଥିରେ ଦୁଇଜଣ ଯବାନ ଗୁରୁତର ଆତ ହୋଇଥିଲେ । ସେମାନଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।!-->…