Odia News Portal
Browsing Tag

cuttack

କଟକରେ ଧଳାଜହର କାରବାର : ଜଣେ ଗିରଫ

ସ୍ୱାଧିକାର ନ୍ୟୁଜ : କଟକରେ ଧଳାଜହର କାରବାର ବେଳେ ମାଡି ବସିଲା ପୁଲିସ । ଲାଲବାଗ ଅଂଚଳରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । କାରବାରରେ ସମ୍ପୃକ୍ତି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତର ନାଁ ରାଜା ବସ୍ତିଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,…

ମିଳିଲା ନିଖୋଜ ଚାରି ସାଙ୍ଗଙ୍କ ମୃତଦେହ

ଭୁବନେଶ୍ୱର : ମିଳିଲା ନିଖୋଜ ୪ ଛାତ୍ରଙ୍କ ମୃତଦେହ । ମହାନଦୀରେ ଭାସି ଯାଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ । ଏମାନେ ସମସ୍ତେ ଚାଉଳିଆଗଂଜ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି । ଗତକାଲି ଅପରାହ୍ନରେ ୪ଜଣ ସାଙ୍ଗ…

ବୋଧପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଟକ: କଟକ ଜିଲ୍ଲା ସଦର ବ୍ଲକ ବୋଧପୁର ପଂଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର । ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଆଣିଲେ ପଂଚାୟତ ବାସି ଓ ପୂର୍ବତନ ଲୋକପ୍ରତିନିଧି । ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ । ରାଜ୍ୟ ଓ କେନ୍ଦ୍ର ସରକାର ପଂଚାୟତର ଗରିବଙ୍କ ପାଁଇ କୋଟି କୋଟି ଟଙ୍କା ଅନୁଦାନରେ ଅଜାଡି…

କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ

କଟକ : ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ। କିଶୋରୀ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଭ୍ରାମ୍ୟମାଣ ଯାନ ‘କନ୍ୟା ଏକ୍ସପ୍ରେସ’ କାର୍ୟ୍ୟ କରିବ। ଏହା ଟାଙ୍ଗୀ-ଚୌଦ୍ବାର ଓ ଆଠଗଡ ବ୍ଲକର ନଅଟି ପଞ୍ଚାୟତର ୬୦ ଗ୍ରାମର କିଶୋରୀ…

କଂଗ୍ରେସର ବନ୍ଦ ଡାକରାକୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କଟକ: ଓଡ଼ିଶା ବନ୍ଦ ପାଳନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନି । ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ସାଧାରଣ…

ଏଥର ହେବନି ଐତିହାସିକ ବାଲିଯାତ୍ରା

ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା। …

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ହାଇକୋର୍ଟର ସମସ୍ତ…

ଶୁକ୍ରବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଆଦିତ୍ୟ ମହାପାତ୍ର

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ଆଉ ଜଣେ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ଏ…

ଆସିଲା ଛଟ୍ ପୂଜା ପାଇଁ ସିଏମସିରେ ଗାଇଡଲାଇନ୍

କଟକ: ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଏକାଠି ନ ହେବାକୁ ବାରଣ କରିଛି ସିଏମସି । ଛଟ୍ ପୂଜା ପାଇଁ କଟକର ବିଭିନ୍ନ ନଦୀଶଯ୍ୟାରେ…

କଟକ କେଏଫସିରେ ସିଏମସିର ଚଢାଉ

କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଂଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି ।…