Odia News Portal
Browsing Tag

cuttack

କଟକ ବଡ ମେଡିକାଲରୁ ୧୫ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଚୋରି

କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର…

ଏଥର ଦୀପାବଳିରେ ଫୁଟିବ ବାଣ

ଭୁବନେଶ୍ୱର: ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପୂର୍ବ ବର୍ଷ କରୋନା ମହାମାରୀ ସମୟରେ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ କେବଳ ସବୁଜ ବାଣ ବ୍ୟବସାୟ ଓ ଫୁଟାଇବା ପାଇଁ ଅଲ ଓଡ଼ିଶା ଫାୟାର  ୱାର୍କର…

ସାଇକେଲ ଥୋଇ ନଦୀକୁ ଡେଇଁ ପଡ଼ିଲେ

କଟକ :ଚୌଦ୍ୱାର ବିରୂପା ବ୍ରିଜ ଉପରୁ ଚପଲ ଏବଂ ସାଇକେଲ ରଖିଲେ । ହେଲେ ବ୍ୟକ୍ତି ଜଣକ ବିଜ୍ର ଉପରୁ ବିରୂପା ନଦୀ ଗର୍ଭକୁ ଡେଇଁପଡିଲେ । ହେଲେ ବ୍ୟକ୍ତି ଜଣକ କିଏ ଓ କାହିଁକି ନଦୀକୁ ଡେଇଁପଡିଲେ ତାହାକ କୌଣସି କାରଣ ଏଯାଏ ଜଣାପଡିନାହିଁ ।  ଘଟଣାସ୍ଥଳରେ ପୋଲିସ ଓ ଚୌଦ୍ୱାର…

କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଧବଳେଶ୍ୱର ପୀଠରେ ଲାଗିବ ୧୪୪ ଧାରା

ଆଠଗଡ଼: ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ କାର୍ତ୍ତିକ ମାସରେ ଶୌବ ପୀଠ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଶୈବପୀଠ ବାବା ଧବେଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାରରେ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ।ଭୋର ୪ ଟା ରୁ ରାତି ୧୦ଟା…

ରାଜ୍ୟର ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ଅଦଳବଦଳ

କଟକ: ବିଚାରବିଭାଗୀୟ ଅଧିକାରୀ ସ୍ତରରେ ଆଜି ଏକ ବଡଧରଣର ବଦଳି ହୋଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୭୭ଜଣ ବିଚାରବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ସ୍ଥାନରୁ ବଦଳି କରାଯାଇଛି। ହିରଣ୍ୟମୟୀ ବିଷୋୟୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଏବଂ…

ପାକିସ୍ତାନକୁ ସର୍ପୋଟ କଲେ, ଜେଲ ଗଲେ

କଟକ: ନିକଟରେ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଦେଶ ହାରିବା ପରେ କ୍ରିକେଟପ୍ରେମୀମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସମସ୍ତେ କଟାକ୍ଷ କରିବା ସହ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ଜଣେ…

ଏ ବର୍ଷ ହେବନି ବାଲିଯାତ୍ରା

ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ…

ଆଜିଠୁ ଟ୍ୱିନସିଟିରୁ ହଟିବ କଟକଣା

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ ୧୦ଟା ଯାଏଁ ଖୋଲା ରହିବ । ଗତ ୧୧ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ…

ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର…

ଜଳ ସମ୍ପଦ ବିଭାଗର ଦଶହରା ଭେଟି, ଝଲସୁଛି ବ୍ରିଜ୍

କଟକ: ଐତିହ୍ୟ ସହର କଟକବାସୀଙ୍କ ଲାଗି ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଛି ଦଶହରା ଭେଟି । ବ୍ରିଜରେ ଲାଗିଲା ଜାପାନୀ କମ୍ପାନୀ ପାନାସୋନିକର ୯୦ ୱାଟ ବଲବ । ଲିଭିଲା ଅନ୍ଧାର ଆଉ ଝଲସୁଛି ପୁରା ଏରିଆ । ସୁନ୍ଦର ଆଲୋକ ସାଙ୍ଗକୁ ବନ୍ୟା ଜଳ ମାପିବା, ଗେଟ୍ ଅପରେସନ ଭଳି ଅନେକ କାଯ୍ୟରେ ଆସିବ…