Odia News Portal
Browsing Tag

Cyclone

୫ଦିନ ମଧ୍ୟରେ କ୍ଷୟକ୍ଷତି ହିସାବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା ।…

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର : ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମଧ୍ୟରାତ୍ର ପର୍ୟ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ଏହାର ବିଶେଷ ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ…

ଗୋପାଳପୁରରେ ଅଶାନ୍ତ ହେଉଛି ସମୁଦ୍ର

ବ୍ରହ୍ମପୁର: ବାତ୍ୟା ପୂର୍ବରୁ ଅଶାନ୍ତ ହେଲାଣି ସମୁଦ୍ର । ଗୋପାଳପୁରଠାରୁ ଆଉ ମାତ୍ର ୫୯ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ । ସାମୁଦ୍ରିକ ଝଡ଼ 'ଗୁଲାବ୍'ର ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନ ସମେତ ଗଂଜାମ ଜିଲ୍ଲା ଗୋପାଳପୁରରେ ମଧ୍ୟ ଆଜି ସକାଳ ଠାରୁ ଝିପିଝିପି ବର୍ଷା ଲାଗି ରହିଛି ।…

ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ

ରାୟଗଡ଼ା: ଆସୁଛି ବାତ୍ୟା ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ଏହାପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଯେଉଁ ସ୍ଥାନରେ ବିପଦ ରହିଛି ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ରାୟଗଡା ଜିଲାକୁ ରେଡ଼ ଜୋନରେ ଘୋଷଣା କରିଥିବା ବେଳେ କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ…

ଗୋପାଳପୁରଠାରୁ ଆଉ ମାତ୍ର ଏତିକି କିଲୋମିଟର ଦୂରରେ ବାତ୍ୟା, ଜାଣନ୍ତୁ ଘଣ୍ଟା ପ୍ରତି କେତେ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ୱର: ସବୁଠି ବାତ୍ୟା ଭୟ । ମାଡ଼ି ଆସୁଛି ବାତ୍ୟା ଗୁଲାବ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଗୁଲାବ' ସ୍ଥଳଭାଗ ଆଡକୁ ମାଡିଆସୁଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ଗୁଲାବ…

ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ଜିରୋ କାଜୁଆଲିଟି ଲାଗି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାରି ଭିତରେ ବାତ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି…

ବାତ୍ୟା ଆସୁଛି, ଅରିନ୍ଦମଙ୍କୁ ଆଖି ଖୋଜୁଛି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ବାତ୍ୟା ବନ୍ୟା କଥା କହିଲେ ମନେ ପଡ଼ିଯାଏ ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁ । କାହିଁକି ନାଁ ସବୁବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ଦେଉଥିଲେ ଅପଡେଟ୍ । କେବେ ଗୋପାଳପୁରର ଅଶାନ୍ତ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ଜାଣନ୍ତୁ କଣ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା…

ବାତ୍ୟା ଲାଗି ବାତିଲ ହେଲା ଏହିସବୁ ଟ୍ରେନ୍

ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା ଗୁଲାବ ଉତ୍ତର ଆନ୍ଧ୍ରପ୍ରଦେଶ – କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ଥିବାରୁ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ କେତେକ ଟ୍ରେନ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନର ଗତିପଥ…

ଜାଣନ୍ତୁ କଣ ରହିଛି ବାତ୍ୟା ଅପଡେଟ୍

ଭୁବନେଶ୍ୱର: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ୍’। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ‘ଗୁଲାବ୍’ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ…