Odia News Portal
Browsing Tag

doctor

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ୍ । ବିଶ୍ୱରେ ବର୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ…

ଗିରଫ ହେଲେ କୋଟିପତି ଡାକ୍ତର

ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ୟ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର…

ଗିରଫ ହେଲେ ରସିକିଆ ଡାକ୍ତର

ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ରାଜ୍ୟରେ ଡାକ୍ତରଙ୍କ ରହିଛି ୧୪ଟି ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ରମେଶ ସ୍ୱାଇଁ । ବିବାହ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କମିଶନରେଟ ପୋଲିସ ଗିରଫ କରିଛି । ରମେଶ ଜଣେ ହୋମିଓପାଥି ଡାକ୍ତର । ତାଙ୍କ ବୟସ ୫୪ ।…

ବ୍ରହ୍ମପୁର ଡାକ୍ତରଙ୍କ ମିଳୁନି ପତ୍ତା

କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ଚାରି ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍ ଛାଡି ସୁମିତ କେଉଁଆଡେ ଚାଲିଯାଇଛନ୍ତି। ଏପଟେ ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି। ସୁମିତ ଫେରାର…

ସରକାରୀ ଡାକ୍ତରଙ୍କ କାରସାଦି, କୋଭିଡ ରିପୋର୍ଟ ଆଳରେ ଘରୋଇ କ୍ଲିନିକରେ ଚିକିତ୍ସା

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ । ହେଲେ ସେହି ଡାକ୍ତରଯେତେବେଳେ ନିକଟସ୍ଥ ଘରୋଇ କ୍ଲିନିନକୁ ଯାଇ ରୋଗୀ ଦେଖୁଛନ୍ତି ଆଉ କୋଭିଡ ରିପୋର୍ଟ ଆବଶ୍ୟକ ହେଉନାହିଁ । ରାଜ୍ୟର ପ୍ରାୟ ସବୁ ସରକାରୀ ଡାକ୍ତରଖାନାରେ ଏହି ଅବସ୍ଥା ।…

ଦେବଦୂତ ସାଜିଲେ ଡାକ୍ତରବାବୁ

ନୂଆପଡା: ଦେବଦୂତ ସାଜିଲେ ଡାକ୍ତରବାବୁ । ରୋଗୀକୁ ଦେଲେ ନୂଆ ଜୀବନ । ବିରଳ ଅସ୍ତ୍ରୋପଚାର କରି ଭଲ କରିଦେଲେ ଦେହ । ଆଦିବାସୀ ଅଧ୍ୟୁଷିତ ନୂଆପଡାରୁ ଆସିଛି ଏମିତି ଏକ ଭଲଖବର । ଏ ହେଉଛନ୍ତି ଲୋଚନ ବାରିକ । ଗାଁ ଗାଁ ବୁଲି ବାରିକ ସେବା କରନ୍ତି । ହେଲେ ଗଛରୁ ପଡି ଗୋଡର ଚାଲିବା ଶକ୍ତି…