Odia News Portal
Browsing Tag

duplicate

ନକଲି ମେଡିସିନ ମାମଲା, ଜାମିନ ଶୁଣାଣୀ ଘୁଞ୍ଚିଲା

ଭୁବନେଶ୍ୱର: ନକଲି ମେଡିସିନ କାରବାରକୁ ନେଇ ୪ଜଣଙ୍କ ନାମରେ ହୋଇଥିବା ମାମଲାର ଶୁଣାଣୀ ଘୁଞ୍ଚିଲା । ଦୌରାଜଜ କୋର୍ଟରେ ଶୁଣାଣୀ ଆସନ୍ତା ୫ ତାରିଖକୁ ଘୁଞ୍ଚିଲା । କ୍ରାଇମବ୍ରାଞ୍ଚ କେସ ଡାଏରୀ ଦେଇନପାରିବାରୁ ଶୁଣାଣୀ ଘୁଞ୍ଚିଥିବା ସୂଚନା ମିଳିଛି । ସୂଚନା ଥାଉକି, ବିପୁଳ ପରିମାଣରେ ରାଜ୍ୟରେ…

ସାର୍ଟିଫିକେଟ୍‌ରେ କିଏ କରିଛି କେଳେଙ୍କାରୀ

ଉଦଳା: ବନ୍ଧା ହେବେ ୪୨୦ ଅଧ୍ୟାପିକା । ମହଙ୍ଗା ପଡିଲା ଜାଲିଆତି । ବହିଷ୍କାର ଓ ଗିରଫ ପାଇଁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ୧୩ ବର୍ଷ କାଳ ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟ୍‌ରେ ଚାକିରୀ କରିଥିଲେ ମାଡାମ୍ ୪୨୦ । ହେଲେ ୧୩ ବର୍ଷ ପରେ ବିଭାଗୀୟ ଭେରିଫିକେସନ୍‌ରେ ଧରା ପଡିଗଲା…

ସାରା ରାଜ୍ୟରେ ଲମ୍ବିଛି ନକଲି ଔଷଧର ଚେର

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ…

ନକଲି ଔଷଧର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ନକଲି ଔଷଧ କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରିବା ପରେ ରିପୋର୍ଟ ପ୍ରଦାନ କରିବେ । ଔଷଧ କେଉଁଠୁ ଆସି କେଉଁଠିକି ଯାଉଛି ତାହାର ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଯୋଗାଇ…

ସମ୍ବଲପୁରରୁ ଜବତ ହେଲା ନକଲି ଔଷଧ

ସମ୍ବଲପୁର: କରୋନା ସମୟରେ ମାତିଛନ୍ତି ଅସାଧୁ ମେଡିସିନ ବ୍ୟବସାୟୀ । କାଲି କଟକ ଆଉ ଆଜି ସମ୍ବଲପୁରରୁ ଜବତ ହୋଇଛିନକଲି ମେଡିସିନ । ଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ…