Odia News Portal
Browsing Tag

earthquake

ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ । ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ବୁଧବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪।

ଥରିଲା ମାଲକାନଗିରି

ମାଲକାନଗିରି()  ମାଲକାନଗିରି ଜିଲ୍ଲାରେ ମୃଦବ ଭୂମିକମ୍ପ ଅନୁଭୁତ ହୋଇଛି । ୩ରୁ ୫ ସେକେଣ୍ଟ ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହି ସମୟରେ ଲୋକମାନେ ଲୋକମାନେ ବାହିରାଆସିଥିଲେ ।ଜିଲ୍ଲାର ମାଥିଲି, ଗୋବନ୍ଦିପାଲ୍ଲୀ, ଖଇରପୁଟ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଥିବା ଝଣାପଡିଛି ।…

ଥରିଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର()  ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ…

ଥରିଲା ଆଣ୍ଡାମାନ

ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଚର ସ୍କେଲରେ ଭୂମକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା…